Author: SAMAJAINA

ସାହିତ୍ୟ

,,,,,,,,,,,,,,ଜ୍ୟୋତ୍ସ୍ନା ,,,,,,,,,

( କବିତା ) ଜ୍ୟୋତ୍ସ୍ନା,,,,,ଆଃ କି ବାସ୍ନା,,,,,,,,,,,ଆକାଶର ଉପାନ୍ତରୁ/ସୀମାହୀନ ଦିଗନ୍ତରୁନାଚିନାଚି ଛୁଇଁଯାଅ ଭୂମାରୁ ଭୂମିକୁଆଶ୍ଳେଷରେ ଭିଡିନିଅ ପ୍ରେମୀଯୁଗଳଙ୍କୁଶଶୀର କନ୍ଦର୍ପଦର୍ପରୁ ଶଶୀକଳା ଠେଲିଖୋଲିଦିଅ ବିରୋଧଭାସରେ ଧସିଥିବା ପ୍ରଗତିର ରାସ୍ତାଭରିଦିଅ

Read More
ବାଣିଜ୍ୟ

ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଖୁସି ଖବର: ଲୋକସଭା ନିର୍ବାଚନ ପୂର୍ବରୁ ମିଳିବ ବଡ଼ ଉପହାର, ସପ୍ତାହରେ ୫ ଦିନିଆ କାର୍ଯ୍ୟ ଦିବସ

ନୂଆଦିଲ୍ଲୀ: ଦେଶର ଲକ୍ଷ ଲକ୍ଷ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଖୁସି ଖବର ଆସିଛି। ସେମାନଙ୍କ ଲାଗି ଖୁବ୍ ଶୀଘ୍ର ସପ୍ତାହରେ ୫ ଦିନ କାର୍ଯ୍ୟ ଦିବସ ସୁବିଧା

Read More
ବାଣିଜ୍ୟ

ଲମ୍ବା ବ୍ୟାଙ୍କ ଛୁଟି: ମହାଶିବରାତ୍ରି ପାଇଁ ତିନି ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ,: ମାର୍ଚ୍ଚ ୮ ଶୁକ୍ରବାର ସାରା ଦେଶରେ ମହାଶିବରାତ୍ରୀ ପାଳନ କରାଯାଉଥିବା ବେଳେ ଅନେକ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ। ଏହି ଛୁଟି ରାଜ୍ୟ ସରକାର ଏବଂ

Read More
ରାଜନୀତି

କଂଗ୍ରେସକୁ ଫେରିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରାକାନ୍ତ ଜେନା ବୁଧବାର କଂଗ୍ରେସରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀରେ ଏଆଇସିସିର ମୁଖ୍ୟ କାର୍ଯ୍ୟାଳୟ ୨୪ ଆକବର ରୋଡରେ ଓଡିଶା

Read More
National Newsସମ୍ପାଦକୀୟ

କୃଷକଙ୍କ ଆୟ, ଓ ଆତ୍ମହତ୍ୟା

ଗତ ବର୍ଷ ଜୟଦେବ ଭବନରେ ଏକ କୃଷି-ପୁସ୍ତକ ଉନ୍ମୋଚନ ସଭାରେ ଓଡ଼ିଶାର ଜଣେ ପ୍ରତିଷ୍ଠିତ ସାହିତ୍ୟିକ କହିଲେ, ‘‘ଚାଷ ଅଛି ଯାହାର, ଆତ୍ମହତ୍ୟାଟି ସାର’’। ଆମେ ଆଗରୁ

Read More
ରାଜନୀତି

ବିଧାୟକ ଅଶୋକ ପଣ୍ଡା ଓ ଅନନ୍ତ ଜେନାଙ୍କ ପଥରେ କଣ୍ଟା : ନବୀନ ନିବାସରେ ବିଧାୟକ ଆଶାୟୀ ଅମରେଶ, ବିରଞ୍ଚି

ଭୁବନେଶ୍ବର: ଭୁବନେଶ୍ବରର ତିନି ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଟିକେଟ୍‌ ଆଶାୟୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ଏକାମ୍ର ଓ ମଧ୍ୟ ଭୁବନେଶ୍ବରର ଦୁଇ ବିଜେଡି

Read More
ଶିକ୍ଷା

କେଏଲ୍ ବିଶ୍ୱବିଦ୍ୟାଳୟର ମେରିଟ୍ ସ୍କଲାରସିପ୍ ପୋଷ୍ଟର୍‌ର ଶୁଭାରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱରର ସତ୍ୟନଗରସ୍ଥିତ ହୋଟେଲ ସନ୍ ଗ୍ରୀନ୍ ହୋଟେଲ୍‌ରେ କେଏଲ୍ ବିଶ୍ୱବିଦ୍ୟାଳୟର ମେରିଟ୍ ସ୍କଲାରସିପ୍ ପୋଷ୍ଟର୍‌ର ଶୁଭାରମ୍ଭ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା

Read More
ରାଜ୍ୟ

ପଞ୍ଚାୟତିରାଜ ଦିବସରେ ଶ୍ରେଷ୍ଠ ପଞ୍ଚାୟତ ହେଲା ପୁରସ୍କୃତ

କୋରାପୁଟ,: ମଙ୍ଗଳବାର କୋରାପୁଟସ୍ଥିତ ସଦ୍‌ଭାବନା ସଭାଗୃହଠାରେ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ ହୋଇଯାଇଛି। କୋରାପୁଟ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପଡ଼ାଲ

Read More