ଦେଶ- ବିଦେଶ

ଦେଶ- ବିଦେଶ

ପଶ୍ଚିମବଙ୍ଗ ହୋଇଯିବ ଦ୍ଵିତୀୟ ବାଂଲାଦେଶ: ଗିରିରାଜ ସିଂ

କୋଲକାତା: ପଶ୍ଚିମବଙ୍ଗର କୋଲକାତାରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ବିଜେପି ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ କଡା ଆକ୍ରମଣ କରୁଛି। ସେପଟେ

Read More
ଦେଶ- ବିଦେଶ

ବୁଲନ୍ଦସହରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୦ ମୃତ

ବୁଲନ୍ଦସହର: ଉତ୍ତରପ୍ରଦେଶର ବୁଲନ୍ଦସହରର ସାଲେମପୁର ଥାନା ଅଞ୍ଚଳରେ ଏକ ବସ୍ ଓ ମ୍ୟାକ୍ସ କାର୍ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା

Read More
ଦେଶ- ବିଦେଶ

ଜମି ଆବଣ୍ଟନ ଦୁର୍ନୀତି ଅଭିଯୋଗରେ ସିଦ୍ଧରମୟାଙ୍କ ବିରୋଧରେ ମମଲା ରୁଜୁ ପାଇଁ ଅନୁମତି ଦେଲେ ରାଜ୍ୟପାଳ

ବେଙ୍ଗାଲୁର: ଜମି ଆବଣ୍ଟନ ଦୁର୍ନୀତି ଅଭିଯୋଗରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କ ବିରୋଧରେ ମମଲା ରୁଜୁ କରିବା ପାଇଁ ଶନିବାର କର୍ଣ୍ଣାଟକ ରାଜ୍ୟପାଳ ଅନୁମତି ଦେଇଛନ୍ତି।ଶନିବାର ଦିନ ଅପରାହ୍ନ ୩ଟାରେ

Read More
ଦେଶ- ବିଦେଶ

କମଲା ହାରିସଙ୍କ ପାଇଁ ମୋ ମନରେ ସମ୍ମାନ ନାହିଁ: ଟ୍ରମ୍ପ

ଓ୍ବାଶିଂଟନ,: ଆମେରିକାରେ ଭାରତୀୟ ମୂଳ ବାସିନ୍ଦା କମଲା ହାରିସ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପରେ ଆମେରିକୀୟ ରାଜନୀତିରେ ଉତ୍ତେଜନା ଦେଖାଦେଇଛି। ଏଥି ସହିତ ଆମେରିକାର ପୂର୍ବତନ

Read More
ଦେଶ- ବିଦେଶ

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିକଟରେ ଆନ୍ଦୋଳନରତ ଡାକ୍ତରଙ୍କ ୬ ଦଫା ଦାବି, ଡାକ୍ତରଙ୍କ ସୁରକ୍ଷା ପାଇଁ ଆସୁ ନୂଆ ଆଇନ

ନୂଆଦିଲ୍ଲୀ : କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଡ୍ୟୁଟିରେ ଥିବା ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ସାରା

Read More
ଦେଶ- ବିଦେଶ

ପିତା ବହିଷ୍କୃତ ହେବା ପରେ ଝିଅ ହେଲେ ପ୍ରଧାନମନ୍ତ୍ରୀ

ବ୍ୟାଙ୍କକ: ଥାଇଲାଣ୍ଡ ରାଜନୀତିରେ ଅସ୍ଥିରତା ଲାଗି ରହିଥିବା ବେଳେ ପେଟୋଙ୍ଗଟାର୍ଣ୍ଣ ସିନାୱାତ୍ରା ଦେଶର ସର୍ବକନିଷ୍ଠ ମହିଳା ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। ଥାଇଲାଣ୍ଡର ସଂସଦ ଶୁକ୍ରବାର ସିନାୱାତ୍ରାଙ୍କୁ

Read More
ଦେଶ- ବିଦେଶ

ହସପିଟାଲ ଭଙ୍ଗାରୁଜା ପାଇଁ ‘ବାମ ଓ ରାମ’ ଦାୟୀ : ମମତା ବାନାର୍ଜୀ

କୋଲକାତା : କୋଲକାତା: କୋଲକାତାର ଆରଜି କର ହସ୍ପିଟାଲରେ ଜଣେ କନିଷ୍ଠ ଡାକ୍ତରଙ୍କୁ ଦୁଷ୍କର୍ମ ଘଟଣାକୁ ନେଇ ରାଜନୀତି ସରଗରମ ହୋଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

Read More
ଦେଶ- ବିଦେଶ

ପଦ ଛାଡ଼ିବାକୁ ଘୋଷଣା କଲେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା

ଟୋକିଓ : ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଏପରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଯାହା ଆଧୁନିକ ଯୁଗରେ ବିରଳ। ମୁଦ୍ରାସ୍ଫୀତିକୁ ନେଇ ଜନସାଧାରଣଙ୍କୁ ଅସନ୍ତୁଷ୍ଟ ଦେଖି

Read More
ଦେଶ- ବିଦେଶ

ଦେଶ ନିର୍ମାଣ ପାଇଁ ନିଷ୍ଠାପର ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି

ନୂଆଦିଲ୍ଲୀ: ୭୮ ତମ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିଲ୍ଲୀର ଲାଲ୍ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ସ୍ବାଧୀନତା ଦିବସ ଅବସରରେ

Read More
ଦେଶ- ବିଦେଶ

ବାଂଲାଦେଶରେ ଶେଖ ହସିନାଙ୍କ ବିରୋଧରେ ହତ୍ୟା ମାମଲା

ଢାକା: ଭାରତରେ ଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବିରୋଧରେ ହତ୍ୟା ମାମଲା ରୁଜ୍ଜୁ କରାଯାଇଛି ।ଗତ ମାସରେ ବାଂଲାଦେଶରେ ହୋଇଥିବା ହିଂସାତ୍ମକ ସଂଘର୍ଷରେ ଜଣେ

Read More