ଖେଳ

ଖେଳ

କ୍ରୀଡ଼ାବିତ୍‌ମାନେ ନ୍ୟାୟ ପାଇଁ ରାସ୍ତାକୁ ଓହ୍ଲାଇବା ଲଜ୍ଜାଜନକ ଘଟଣା: ସତ୍ୟପାଲ୍‌

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ୍‌ ମଲ୍ଲିକ ବୁଧବାର ଆନ୍ଦୋଳନରତ କୁସ୍ତିବିତ୍‌ଙ୍କ ସପକ୍ଷରେ ଯାଇଛନ୍ତି। ‌କ୍ରୀଡ଼ାବିତ୍‌ମାନଙ୍କ ସଫଳତା ପାଇଁ ଦେଶ ଗର୍ବିତ ହେଉଥିଲା ବେଳେ

Read More
ଖେଳ

କୁସ୍ତିବିତ୍‌ଙ୍କୁ ମିଳୁଛି ହତ୍ୟା ଧମକ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍‌ଆଇ) ସଭାପତି ବ୍ରିଜଭୂଷଣ ଶରଣସିଂହଙ୍କ ବିରୋଧରେ ଏତଲା ରୁଜୁ ମାମଲାରେ ସୁପ୍ରିମକୋର୍ଟ ଦିଲ୍ଲୀ ପୁଲିସ୍‌କୁ ନୋଟିସ୍‌ କରିବା ପରେ ଆନ୍ଦୋଳନରେ ବସିଥିବା

Read More
ଖେଳ

କଳିଙ୍ଗ ଷ୍ଟାଡିୟମରେ ଚେସ୍ ଗ୍ରୀଷ୍ମକାଳୀନ ଶିବିର

ଭୁବନେଶ୍ୱର : ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ ପକ୍ଷରୁ କ୍ରୀଡ଼ା ଓ ଯୁବସେବା ବିଭାଗ, ଓଡ଼ିଶା ସରକାର ସହାୟତାରେ ଓଡ଼ିଶାରେ ଚେସ୍ ଖେଳର ପ୍ରଚାର ପ୍ରସାର ପାଇଁ ମେ’

Read More
ଖେଳ

ଆଇପିଏଲ୍ : ଲକ୍ଷ୍ନୌକୁ ୭ ରନରେ ହରାଇଲା ଗୁଜରାଟ

ଲକ୍ଷ୍ନୌ : ଲକ୍ଷ୍ନୌଠାରେ ଖେଳାଯାଇଥିବା ଆଇପିଏଲ ୨୦୨୩ର ୩୦ତମ ମ୍ୟାଚରେ ଲକ୍ଷ୍ନୌ ସୁପରଜାୟାଣ୍ଟସକୁ ୭ ରନରେ ପରାସ୍ତ କରିଛି ଗୁଜରାଟ ଟାଇଟନ୍ସ । ଶେଷ ଓଭରରେ ଲକ୍ଷ୍ନୌ

Read More
ଖେଳ

ଆଇସିସି ଟି-୨୦ ରାଙ୍କିଙ୍ଗରେ ନଂ୧ ବଜାୟ ରଖିଲେ ସୂର୍ଯ୍ୟକୁମାର ଯାଦବ

ମୁମ୍ବାଇ : ଚଳିତ ଆଇପିଏଲରେ ଭାରତୀୟ କ୍ରିକେଟ ଦଳର ତାରକା ଖେଳାଳି ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଦର୍ଶନ ସନ୍ତୋଷଜନକ ରହିନାହିଁ । ସେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ପ୍ରଥମ

Read More
ଖେଳ

ମା ବ୍ରାହ୍ମଣିଦେଵି କ୍ରିକେଟ ପ୍ରିମିୟର ଲିଗ ଉଦଯାପନ

ବାଣପୁର :- ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗମେଇ ଗ୍ରାମରେ ମା ବ୍ରାହ୍ମଣୀ ଦେବୀ ଯୁବକ ସଙ୍ଘ ଆନୁକୂଲ୍ୟରେ ଦୁଇଦିନ ଧରି ଚାଲିଥିବା କ୍ରିକେଟ ପ୍ରିମିୟର ଲିଗ

Read More
ଖେଳ

ଆଇପିଏଲ : ଦିଲ୍ଲୀକୁ ୫୭ରନରେ ହରାଇଲା ରାଜସ୍ଥାନ

ଗୌହାଟୀ : ଗୌହାଟୀରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୧୧ତମ ମ୍ୟାଚରେ ଦିଲ୍ଲୀକୁ ୫୭ ରନରେ ପରାସ୍ତ କରିଛି ରାଜସ୍ଥାନ । ୩ଟି ମ୍ୟାଚରେ ଏହି ଦିଲ୍ଲୀର ୩ୟ

Read More
ଖେଳ

ଓଡ଼ିଶା ରାଜ୍ୟ 17 ବର୍ଷରୁ କମ୍ ଓପନ୍ ଓ ବାଳିକା ଚେସ୍ ପ୍ରତିଯୋଗିତା

ଭୁବନେଶ୍ୱର:ଓଡ଼ିଶା ରାଜ୍ୟ 17 ବର୍ଷରୁ କମ୍ ଓପନ୍ ଓ ବାଳିକା ଚେସ୍ ପ୍ରତିୟୋଗିତା 2023 ଏପ୍ରିଲ୍ 8 ଓ 9 ତାରିଖରେ କୋରାପୁଟର ସର୍ବଦୟା କମ୍ପ୍ଲେକ୍ସରେ ଅନୁଷ୍ଠିତ ହେବାକୁ ଯାଉଛି। ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ ଆନୁକୂଲ୍ୟରେ କୋରାପୁଟ ଜିଲ୍ଲା ଚେସ୍ ଆସୋସିଏସନ୍ ଓ କଳିଙ୍ଗ ସ୍ପୋର୍ଟସ୍ ଫାଉଣ୍ଡେସନ୍ ମିଳିତ ଆନୁକୂଲ୍ୟରେ ଏହି ପ୍ରତିୟୋଗିତା ଆୟୋଜିତ ହେଉଛି। 2006 ମସିହା ଜାନୁଆରୀ 1 ତାରିଖ କିମ୍ବା ତା’ପରେ ଜନ୍ମିତ ଖେଳାଳି ଉପରୋକ୍ତ ଇଭେଣ୍ଟରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହେବେ। 45 ମିନିଟ୍ + 30 ସେକେଣ୍ଡ୍ ସମୟ ନିୟନ୍ତ୍ରଣରେ ଏହି ପ୍ରତିୟୋଗିତା ଖେଳାୟିବ। ଉଭୟ ଓପନ୍ ଓ ବାଳିକା ବର୍ଗରେ ଶ୍ରେଷ୍ଠ ଦଶ ଜଣ, ଅଣ୍ଡର-8, ଅଣ୍ଡର-10, ଅଣ୍ଡର-12, ଅଣ୍ଡର-14 ବୟସ ବର୍ଗରେ ଶ୍ରେଷ୍ଠ ଖେଳାଳିଙ୍କୁ ଟ୍ରଫି ପ୍ରଦାନ କରାୟିବ। ପଞ୍ଜୀକରଣ ପାଇଁ ଖେଳାଳିମାନେ ପ୍ରଦତ୍ତ ଫୋନ୍ ନମ୍ବର-7008383955ରେ ଯୋଗାୟୋଗ କରିପାରିବେ ଏବଂ ଅନ୍ୟ କୌଣସି ପ୍ରଶ୍ନ ପାଇଁ ଶ୍ରୀ ପ୍ରଦୀପ କୁ ମହାନ୍ତି, ସଚିବ (କେଡିସିଏ), ଫୋନ୍-9937053637ରେ ଯୋଗାୟୋଗ କରିପାରିବେ। ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ର ସମ୍ପାଦକ ଶ୍ରୀ. ଦେବବ୍ରତ ଭଟ୍ଟ ଏହି ସୂଚନା ପ୍ରଦାନ କରିବା ସହ ଉପରୋକ୍ତ ଚେସ୍ ପ୍ରତିୟୋଗିତାରେ ଭାଗ ନେବା ପାଇଁ ସମସ୍ତ ଆଗ୍ରହୀ ଖେଳାଳିଙ୍କୁ ଆମନ୍ତ୍ରଣ କରିଛନ୍ତି। ସୂଚନା ଅନୁୟାୟୀ, ଉଭୟ ଓପନ୍ ଏବଂ ବାଳିକା ବର୍ଗର ଶ୍ରେଷ୍ଠ ଦୁଇ ଜଣ ଖେଳାଳି ଆସନ୍ତା 33ତମ 17 ବର୍ଷରୁ କମ୍ ଜାତୀୟ ଓପନ୍ ଏବଂ ବାଳିକା ଚେସ୍ ଚାମ୍ପିଅନସିପ୍ 2023 ପାଇଁ ଯୋଗ୍ୟ ବିବେଚିତ ହେବେ।

Read More