Month: March 2023

ଦେଶ- ବିଦେଶ

ଇମ୍ରାନଙ୍କ ଘରୁ ଏକେ-୪୭, ଗୁଳି ଜବତ

ଇସଲାମାବାଦ, : ପାକିସ୍ତାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଜମାନ ସ୍ଥିତ ବାସଭବନରୁ ଏେsକ-୪୭ ସହିତ ବହୁ ଗୁଳ,ି ଜବତ କରାଯାଇଛି। ଏନେଇ ପୋଲିସ ପକ୍ଷରୁ ସୂଚନା

Read More
ମନୋରଞ୍ଜନ

ଉର୍ଫି ପିନ୍ଧୁଥିବା ପୋଷାକକୁ ପସନ୍ଦ କରନ୍ତି ନାହିଁ ରଣବୀର କପୁର

ମୁମ୍ବାଇ: ନିଜର ପୋଷାକ ପରିଧାନକୁ ନେଇ ବିଗ୍‌ବସ୍‌ ଫେମ୍‌  ମଡେଲ୍‌ ଉର୍ଫି ଜାଭେଦ ବେଶ୍ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ବଲିଉଡ୍‌ ଅଭିନେତା ରଣବୀର କପୁର କରୀନା କପୁରଙ୍କ

Read More
ଦେଶ- ବିଦେଶ

ବିମାନ ଦୁର୍ଘଟଣାଗ୍ରସ୍ତ: ମହିଳା ପାଇଲଟଙ୍କ ମୃତ୍ୟୁ

ଭୋପାଳ: ମଧ୍ୟପ୍ରଦେଶରେ ବିମାନ ଦୁର୍ଘଟଣାଗ୍ରସ୍ତ। ଗଲା ପ୍ରଶିକ୍ଷଣ ନେଉଥିବା ମହିଳା ପାଇଲଟଙ୍କ ଜୀବନ। ଦୁର୍ଘଟଣା ପରେ ମିଳୁନି ପ୍ରଶିକ୍ଷକଙ୍କ ପତ୍ତା। ମଧ୍ୟପ୍ରଦେଶର ବାଲାଘାଟ ଜିଲ୍ଲାରେ ବିମାନଟି ଦୁର୍ଘଟଣାଗ୍ରସ୍ତ

Read More
ମୁଖ୍ୟ ଖବର

ପଶ୍ଚିମା ଝଡ଼ ପ୍ରଭାବ: ନୀଳଗିରିରେ ୧୬ ଗୋରୁ ମୃତ

ଭୁବନେଶ୍ବର/ବାଲେଶ୍ବର/କାଶୀପୁର: ପଶ୍ଚିମା ଝଡ଼ ପ୍ରଭାବରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟ ସ୍ଥାନରେ ଆଜି ଅପରାହ୍‌ଣ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ବଜ୍ରପାତ ସମେତ ମଧ୍ୟମ ଧରଣର ବର୍ଷା

Read More
ରାଜ୍ୟ

ମାଟ୍ରିକ ପରୀକ୍ଷା ସାରି ଫେରିବା ବେଳେ ଓଲଟିଲା ଅଟୋ

ବାଲେଶ୍ୱର : ମାଟ୍ରିକ ପରୀକ୍ଷା ସାରି ଫେରିବା ବେଳେ ଦୁର୍ଘଟଣା। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଧୀନ ପାଟଣା ଛକ ନିକଟରେ ।

Read More
ଅପରାଧ

କନ୍‌ଷ୍ଟେବଲଙ୍କ ଉପରେ ଚଢ଼ିଗଲା ଟ୍ରକ୍‌

ବଡ଼ବିଲ : କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ନଂ. ମୁମ୍ବାଇ-କୋଲକାତା ରାସ୍ତାର ଝାରବେଡ଼ା ଥାନା ଛକ ନିକଟରେ ଶନିବାର ପୂର୍ବାହ୍ନରେ ଦୁର୍ଘଟଣା ଘଟିଛି।

Read More
ମୁଖ୍ୟ ଖବର

ନବରଙ୍ଗପୁର ଜିଲା ଗସ୍ତରେ ୫-ଟି ସଚିବ

ଉମରକୋଟ, : ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ ଶୁକ୍ରବାର ନବରଙ୍ଗପୁର ଜିଲା ଗସ୍ତରେ ଆସିଛନ୍ତି। ସେ ଶନିବାର ଉମରକୋଟ, ଝରିଗାଁ ଓ ଚନ୍ଦାହାଣ୍ଡି ବ୍ଲକର ବିଭିନ୍ନ ଅଞ୍ଚଳ

Read More
ବିଶେଷ

ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବ୍ୟବହାର ହୋଇଥିଲା ବିମାନ

ଯେତେବେଳେ ଜଣେ ବ୍ୟକ୍ତି କିଛି ଅଲଗା କରିବାକୁ ସ୍ଥିର କରନ୍ତି, ସେତେବେଳେ ବିନା ଭୟ ତଥା ଦ୍ୱିଧାରେ ପ୍ରତ୍ୟେକ କଷ୍ଟ କାମକୁ ପାର୍‌ କରି ଦେଇଥାନ୍ତି। ଜନ

Read More
ମୁଖ୍ୟ ଖବର

ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ନେତା

ଭୁବନେଶ୍ବର: ଆଜି ଶୂନ୍ୟକାଳରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଥିଲେ। ବିଧାନସଭାରେ ପୁଣି ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ ଉଠାଇ ବିରୋଧୀ

Read More