Month: April 2023

ରାଜ୍ୟ

ସୋରଡ଼ାରେ ରାସ୍ତାଘାଟ ଶୂନ୍‌ଶାନ୍‌

ସୋରଡ଼ା, : ଗଞ୍ଜାମ ଜିଲା ସୋରଡ଼ା ଅଞ୍ଚଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପୂର୍ବାହ୍ନ ୧୧ଟାରୁ ରାସ୍ତାଘାଟ,ବଜାର,ସରକାରୀ ଅଫିସ, ବ୍ୟବସାୟ ପ୍ରତିଷ୍ଠାନ ସବୁ ଶୂନ୍‌ଶାନ ହୋଇଯାଉଛି।

Read More
ଅପରାଧ

୪୩ ଗ୍ରାମ ବ୍ରାଉନ ସୁଗାର ଜବତ:୧ ଗିରଫ

ନିମାପଡ଼ା : ନିମାପଡା ଅବକାରୀ ଥାନା ଅଧିକାରିଣୀ ମମତା କୁମାରୀ ଦାସଙ୍କ ନେତୃତ୍ୱରେ ଏକ ଟିମ ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ଚଢାଉ କରି ଦୀପ୍ତି

Read More
ରାଜନୀତି

ମେ ୪ ରେ ଜିଲ୍ଲାପରିଷଦ ଉପ ନିର୍ବାଚନ:ମଇଦାନରେ ୯ ପ୍ରାର୍ଥୀ

ନିମାପଡ଼ା : ଆସନ୍ତା ମେ ୪ ତାରିଖ ରେ ପୁରୀ ଜିଲ୍ଲା ଗୋପ ବ୍ଲକ ୧୧ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ।

Read More
ଦେଶ- ବିଦେଶ

ଏନକାଉଣ୍ଟରରେ ଅତିକଙ୍କ ପୁଅ ଅସଦ ମୃତ

ଲକ୍ଷ୍ନୌ, : ଉମେଶ ପାଲ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅତିକ ଅହମଦଙ୍କ ପୁଅ ଅସଦ ଅହମ୍ମଦ ଉତ୍ତର ପ୍ରଦେଶ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ଏହାସହ ତାଙ୍କ

Read More
ମହାନଗର

ତତଲା କଡ଼େଇରେ ରାଜଧାନୀ

ଭୁବନେଶ୍ୱର,: ରାଜ୍ୟରେ ପ୍ରଚଣ୍ଡ ତାତି ଜାରି ରହିଛି। ଉପକୂଳଠୁ ଆରମ୍ଭ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ବଢ଼ିଚାଲିଛି। ଦିନ ୯ଟା ବେଳକୁ ଘରୁ ବାହାରିବା ଅସମ୍ଭବ ହୋଇପଡ଼ିଛି।

Read More
ମୁଖ୍ୟ ଖବର

କୋଲାବ ଜଳଭଣ୍ଡାରରେ ଡଙ୍ଗା ବୁଡ଼ି ୪ ନିଖୋଜ

କୋରାପୁଟ: କୋଲାବ ଜଳଭଣ୍ଡାରରେ ଆଜି ଅପରାହ୍‌ଣରେ ଅଘଟଣ ଘଟିଛି। କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ପୋଡ଼ଗଡ଼ ଘାଟରେ ଦେଶୀଡଙ୍ଗା ଭାରସାମ୍ୟ ହରାଇ ବୁଡ଼ିଯାଇଛି। ଏଠାରେ ତେନ୍ତୁଳିପଡ଼ାରୁ ପୋଡ଼ଗଡକୁ

Read More
ରାଜ୍ୟ

ବାଲୁଗାଁ ଏନଏସିରେ ଖୋଲିଲା ଜଳଛତ୍ର

ବାଲୁଗାଁ:-ଦିନକୁଦିନ ଖରା ତାତି ବଢୁଥିବା ବେଳେ ଝାଞ୍ଜି ପବନରେ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି ଜନଜୀବନ।ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ସହର ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠ ସ୍ଥଳ ହେଇଥିବାରୁ

Read More
ମୁଖ୍ୟ ଖବର

୩ ସହରରେ ୪୦ ଡିଗ୍ରୀ ଉପରେ ତାପମାତ୍ରା

ଭୁବନେଶ୍ୱର, : ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା। ସକାଳ ୮ଟାରୁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ରାଜ୍ୟରେ

Read More
ଅପରାଧ

ଆପତ୍ତିଜନକ ଭିଡିଓ ପୋଷ୍ଟ କରି ବନ୍ଧାହେଲେ ଯୁବକ

ବେଲପାହାଡ଼,: ସୋସିଆଲ ମିଡିଆରେ ଧର୍ମୀୟ ଭାବନା କ୍ଷୁଣ୍ଣ ହେଲା ଭଳି ଆପତ୍ତିଜନକ ଭିଡିଓ ପୋଷ୍ଟ ଓ ମନ୍ତବ୍ୟ ଦେବା ଅଭିଯୋଗରେ ବେଲପାହାଡ଼ ପୋଲିସ ବୁଧବାର ଜଣେ ଯୁବକଙ୍କୁ

Read More