Month: April 2023

ରାଜନୀତି

ଉପ ନିର୍ବାଚନ ପାଇଁ ରାଜନୈତିକ ଉଷ୍ମତା ବୃଦ୍ଧି

ନିମାପଡ଼ା : ପୁରୀ ଜିଲ୍ଲା ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ର ୧୧ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ପଦବୀ ପାଇଁ ଉପ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ

Read More
ଦେଶ- ବିଦେଶ

ଭାରତ-ଚାଇନା ସୀମାରେ ସ୍ଥିତି ସ୍ବାଭାବିକ: ଚାଇନା ରାଷ୍ଟ୍ରଦୂତ

କୋଲକାତା, : ଭାରତ-ଚାଇନା ସୀମାରେ ଥିବା ଜରୁରୀକାଳୀନ ସ୍ଥିତି ଏବେ ଆଉ ନାହିଁ। ପୂର୍ବର ଅବସ୍ଥା ବର୍ତ୍ତମାନ ଅତୀତର ହୋଇସାରିଛି। ବର୍ତ୍ତମାନ ସ୍ଥିତି ସ୍ବାଭାବିକ ରହିଛି। କୋଲକାତାରେ

Read More
ଦେଶ- ବିଦେଶ

ମଧ୍ୟ ପ୍ରଦେଶକୁ ମିଳିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ

ଭୋପାଳ,: ମଧ୍ୟ ପ୍ରଦେଶର ରାଜଧାନୀ ଭୋପାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇଛନ୍ତି। ଏହି ଟ୍ରେନର ଲୋକାର୍ପଣ ପ୍ରଧାନମନ୍ତ୍ରୀ ହାଇଟେକ

Read More
ଦେଶ- ବିଦେଶ

ଚଳିତବର୍ଷ ଶେଷ ସୁଦ୍ଧା ଚନ୍ଦ୍ରରେ ୪ଜି ନେଟ୍‌ୱର୍କ ଲଞ୍ଚ୍‌ କରିବ ନୋକିଆ

ମୁମ୍ବାଇ: ଆପଣଙ୍କ ଫୋନ୍‌ରେ ୪ଜି ନେଟ୍‌ୱର୍କ ଆସୁଛି? ଜାଣିବାକୁ ମିଳୁଛି ଯେ ଖୁବ୍ ଶୀଘ୍ର ଚନ୍ଦ୍ରପୃଷ୍ଠ‌ରେ ବି ୪ଜି ନେଟ୍‌ୱାର୍କ ଉପଲବ୍ଧ ହେବ। କମ୍ପାନି ଏ ନେଇ ପ୍ରସ୍ତୁତି

Read More
ମୁଖ୍ୟ ଖବର

ମେଟ୍ରୋ ଟ୍ରେନ୍‌ ପ୍ରସ୍ତାବକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ରାଜଧାନୀ ଭୁବନେଶ୍ବରରୁ ରୌପ୍ୟନଗରୀ କଟକକୁ ଗଡ଼ିବ ମେଟ୍ରୋ ଟ୍ରେନ | ଆଜି ମେଟ୍ରୋ ଟ୍ରେନ୍‌ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି | ପ୍ରଥମ ପର୍ଯ୍ୟାୟରେ

Read More
ରାଜନୀତି

କର୍ଣ୍ଣାଟକ ବିଧାନସଭା ନିର୍ବାଚନ: ୯ରେ ରାଲିରେ ଉଦ୍‌ବୋଧନ ଦେବେ ରାହୁଲ୍‌

ନୂଆଦିଲ୍ଲୀ: ମେ ମାସରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଥିବା ବେଳେ ଏପ୍ରିଲ୍‌ ୯ରେ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ କୋଲାର୍‌ରେ ହେବାକୁ ଥିବା ରାଲିରେ ଉଦ୍‌ବୋଧନ ଦେବେ

Read More
ରାଜନୀତି

ଉପଯୁକ୍ତ ପ୍ରାର୍ଥୀ ମିଳିଲେ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ଝାରସୁଗୁଡ଼ାରେ ପ୍ରତିଦ୍ବନ୍ଦିତା କରିବ

ଭୁବନେଶ୍ୱର : ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ରାଜ୍ୟ କମିଟି ର ଏକ ଜରୁରୀ ବୈଠକ ସଭାପତି ରମେଶ ଚନ୍ଦ୍ର ରାଉତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଝାରସୁଗୁଡ଼ା

Read More
ଖେଳ

ଓଡ଼ିଶା ରାଜ୍ୟ 17 ବର୍ଷରୁ କମ୍ ଓପନ୍ ଓ ବାଳିକା ଚେସ୍ ପ୍ରତିଯୋଗିତା

ଭୁବନେଶ୍ୱର:ଓଡ଼ିଶା ରାଜ୍ୟ 17 ବର୍ଷରୁ କମ୍ ଓପନ୍ ଓ ବାଳିକା ଚେସ୍ ପ୍ରତିୟୋଗିତା 2023 ଏପ୍ରିଲ୍ 8 ଓ 9 ତାରିଖରେ କୋରାପୁଟର ସର୍ବଦୟା କମ୍ପ୍ଲେକ୍ସରେ ଅନୁଷ୍ଠିତ ହେବାକୁ ଯାଉଛି। ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ ଆନୁକୂଲ୍ୟରେ କୋରାପୁଟ ଜିଲ୍ଲା ଚେସ୍ ଆସୋସିଏସନ୍ ଓ କଳିଙ୍ଗ ସ୍ପୋର୍ଟସ୍ ଫାଉଣ୍ଡେସନ୍ ମିଳିତ ଆନୁକୂଲ୍ୟରେ ଏହି ପ୍ରତିୟୋଗିତା ଆୟୋଜିତ ହେଉଛି। 2006 ମସିହା ଜାନୁଆରୀ 1 ତାରିଖ କିମ୍ବା ତା’ପରେ ଜନ୍ମିତ ଖେଳାଳି ଉପରୋକ୍ତ ଇଭେଣ୍ଟରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହେବେ। 45 ମିନିଟ୍ + 30 ସେକେଣ୍ଡ୍ ସମୟ ନିୟନ୍ତ୍ରଣରେ ଏହି ପ୍ରତିୟୋଗିତା ଖେଳାୟିବ। ଉଭୟ ଓପନ୍ ଓ ବାଳିକା ବର୍ଗରେ ଶ୍ରେଷ୍ଠ ଦଶ ଜଣ, ଅଣ୍ଡର-8, ଅଣ୍ଡର-10, ଅଣ୍ଡର-12, ଅଣ୍ଡର-14 ବୟସ ବର୍ଗରେ ଶ୍ରେଷ୍ଠ ଖେଳାଳିଙ୍କୁ ଟ୍ରଫି ପ୍ରଦାନ କରାୟିବ। ପଞ୍ଜୀକରଣ ପାଇଁ ଖେଳାଳିମାନେ ପ୍ରଦତ୍ତ ଫୋନ୍ ନମ୍ବର-7008383955ରେ ଯୋଗାୟୋଗ କରିପାରିବେ ଏବଂ ଅନ୍ୟ କୌଣସି ପ୍ରଶ୍ନ ପାଇଁ ଶ୍ରୀ ପ୍ରଦୀପ କୁ ମହାନ୍ତି, ସଚିବ (କେଡିସିଏ), ଫୋନ୍-9937053637ରେ ଯୋଗାୟୋଗ କରିପାରିବେ। ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ର ସମ୍ପାଦକ ଶ୍ରୀ. ଦେବବ୍ରତ ଭଟ୍ଟ ଏହି ସୂଚନା ପ୍ରଦାନ କରିବା ସହ ଉପରୋକ୍ତ ଚେସ୍ ପ୍ରତିୟୋଗିତାରେ ଭାଗ ନେବା ପାଇଁ ସମସ୍ତ ଆଗ୍ରହୀ ଖେଳାଳିଙ୍କୁ ଆମନ୍ତ୍ରଣ କରିଛନ୍ତି। ସୂଚନା ଅନୁୟାୟୀ, ଉଭୟ ଓପନ୍ ଏବଂ ବାଳିକା ବର୍ଗର ଶ୍ରେଷ୍ଠ ଦୁଇ ଜଣ ଖେଳାଳି ଆସନ୍ତା 33ତମ 17 ବର୍ଷରୁ କମ୍ ଜାତୀୟ ଓପନ୍ ଏବଂ ବାଳିକା ଚେସ୍ ଚାମ୍ପିଅନସିପ୍ 2023 ପାଇଁ ଯୋଗ୍ୟ ବିବେଚିତ ହେବେ।

Read More