Month: July 2023

ରାଜନୀତି

ମୁଖ୍ୟ ଶାସନ ସଚିବ ନୀରବତା ଭାଙ୍ଗି ପଦମର୍ଯ୍ୟାଦା ରକ୍ଷା କରନ୍ତୁ: ଭାଜପା

ଭୁବନେଶ୍ବର, : ରାଜ୍ୟରେ କିଛିମାସ ହେବ ଗଣତନ୍ତ୍ର ଭୁଶୁଡ଼ି ପଡ଼ିଥିବା ଭଳି ମନେହେଉଛି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରାଜ୍ୟର ବିଭିନ୍ନ ଅଞ୍ଚଳ ବୁଲି ଯେଉଁଭଳି ବିକାଶର ମିଛ

Read More
ଅପରାଧ

୬ ବେନାମୀ ଆକାଉଣ୍ଟରେ ୧ କୋଟି ୨୦ ଲକ୍ଷ ଟଙ୍କା ଠାବ

ସୁନ୍ଦରଗଡ଼: ପୁଣି ଜେଲ୍ ଗଲେ ନବରଙ୍ଗପୁର ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ। ଭିଜିଲାନ୍ସ ଆଉ ତାଙ୍କୁ ରିମାଣ୍ଡରେ ନେବା ଲାଗି କୋର୍ଟରେ ଆବେଦନ ନ

Read More
ମୁଖ୍ୟ ଖବର

ଏସ୍‌ସିବିରେ ୫-ଟି ସଚିବ ସମୀକ୍ଷା କଲେ ନବୀକରଣ କାମ

ଭୁବନେଶ୍ୱର: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ ଓଡ଼ିଶା ନୁହେଁ ସାରା ଦେଶର ଏକ ମର୍ଯ୍ୟଦାଜନକ ଚିକିତ୍ସା ପ୍ରତିଷ୍ଠାନ। ଶିକ୍ଷା ଓ ଚିକିତ୍ସା କ୍ଷେତ୍ରରେ ଏହାର

Read More
ମୁଖ୍ୟ ଖବର

ଆଇଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ବର: ରାଜ୍ୟ ସରକାର ସୋମବାର ଆଇଏଏସ୍‌ ଅଧିକାରୀ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ

Read More
ରାଜନୀତି

ବିରୋଧୀ ଦଳ ନେତାରୁ ଉପମୁଖ୍ୟମନ୍ତ୍ରୀ ହୋଇଗଲେ ଅଜିତ

ମୁମ୍ବାଇ: ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଝଟକା ଦେଇ ଆଜି ସିନ୍ଦେ ସରକାରରେ ସାମିଲ ହୋଇଛନ୍ତି ଅଜିତ ପାୱାର | ମହାରାଷ୍ଟ୍ର ବିଧାନସଭାର ବିରୋଧୀ ଦଳ ନେତା

Read More
ଅପରାଧ

ସ୍ବାମୀ-ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଦ୍ରୁତଗାମୀ ଟ୍ରକ୍‌

ବଡ଼କେରା: ୫୫ ନମ୍ବର ଜାତୀୟ ରାଜପଥରେ ଆଜି ଅପରାହ୍‌ଣରେ ପୁଣି ଏକ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରକ୍‌ ବାଇକ୍‌ ଆରୋହୀଙ୍କ ଉପରେ ଚଢ଼ିଯାଇଛି। ଫଳରେ ଘଟଣାସ୍ଥଳରେ

Read More
ରାଜନୀତି

ବିଜେଡିରେ ଟିକଟ ଆଶାୟୀଙ୍କ ତାଲିକା ଲମ୍ବା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ୨୦୨୪ ନିର୍ବାଚନ ପାଇଁ ଚର୍ଚ୍ଚା ଜୋର୍‌ ଧରିବାର କାରଣ ହେଲା, ଜିଲ୍ଲାରେ ତିନି ବର୍ଷରୁ ଊର୍ଦ୍ଧ୍ବ ଚାକିରି କରିଥିବା ସରକାରୀ କର୍ମଚାରୀଙ୍କ

Read More
ଦେଶ- ବିଦେଶ

ଲାଲ୍‌ ବାହାଦୁର ଶାସ୍ତ୍ରୀ ହଲ୍‌ରେ ଅଗ୍ନିକାଣ୍ଡ

ଖଡ଼ଗପୁର: ଶନିବାର ପାହାନ୍ତାରେ ପଶ୍ଚିମବଙ୍ଗସ୍ଥିତ ‘ଆଇଆଇଟି’-ଖଡ଼ଗପୁରର ଲାଲ୍‌ ବାହାଦୁର ଶାସ୍ତ୍ରୀ ହଲ୍‌ ଅଫ୍‌ ରେସିଡେନ୍‌ସ୍‌ (ଏଲ୍‌ବିଏସ୍‌ ହଲ୍‌) ନାମରେ ଜଣାଶୁଣା ‘କମନ୍‌ରୁମ୍‌’ରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସମ୍ବାଦ

Read More
ରାଜ୍ୟ

ଅନ୍ତିମ ଯାତ୍ରାରେ ସହିଦ ଦେବୀ ପ୍ରସନ୍ନ ସୂତାର

ପାଟକୁରା: ବରଫ ଝଡ଼ରେ ସହିଦ ହୋଇଥିବା ପାଟକୁରା ଅଞ୍ଚଳର ସହିଦ ଦେବୀ ପ୍ରସନ୍ନ ସୂତାରଙ୍କ ଅନ୍ତିମ ସଂସ୍କାର ଚାଲିଛି। ଏହାକୁ ନେଇ ଗ୍ରାମବାସୀ ଶୋକରେ ବୁଡ଼ି ରହିଛନ୍ତି।

Read More
ଅପରାଧ

ଗୁଳିଚୋଟରେ ତୃଣମୂଳ କଂଗ୍ରେସ କର୍ମୀ ନିହତ

କୋଲ୍‌କାତା: ଶନିବାର ଦିନ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ତୃଣମୂଳ କଂଗ୍ରେସର ଜଣେ କର୍ମୀଙ୍କୁ ଗୁଳି ମାରି ହତ୍ୟା କରାଯାଇଥିବା କଥା ପୁଲିସ କହିଛି। ମୃତ

Read More