Month: August 2023

ରାଜନୀତି

୫ଟି ସଚିବଙ୍କର ଝାରସୁଗୁଡ଼ା ଗସ୍ତକୁ ବିରୋଧ

ଝାରସୁଗୁଡ଼ା: ୫ଟି ସଚିବ ଭି.କେ.ପାଣ୍ଡିଆନଙ୍କର ଝାରସୁଗୁଡ଼ା ଗସ୍ତକୁ ବିଭିନ୍ନ ସଂଗଠନ ଓ ବିଜେପି ପକ୍ଷରୁ ଜୋରଦାର ବିରୋଧ କରାଯାଉଥିବାର ଦେଖିବାକୁ ମିଳିଛିl ରାତିଅଧିଆ ଝାରସୁଗୁଡ଼ାରେ ଲାଗିଛି ‘ଗୁମାସ୍ତା

Read More
ରାଜନୀତି

ଜିଲ୍ଲା କଂଗ୍ରେସ ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ପାଳିତ

ଜଗତସିଂହପୁର : ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ରାଜୀବ ଗାନ୍ଧୀ ଙ୍କ ଜୟନ୍ତୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକଙ୍କ ସଭାପତିତ୍ବରେ ପାଳିତ

Read More
ରାଜ୍ୟ

ସରକାରୀ ଚୌକୀରେ ବସି ଖଣି ଲୋକ କାର୍ଯ୍ୟ କରିବା ଉପରେ ନିର୍ଦ୍ଦେଶକଙ୍କ କାର୍ଯ୍ୟାନୁଷ୍ଠାନ କେବେ ?

ବଡ଼ବିଲ : ଖଣି ଅଞ୍ଚଳର ଏକ ଅଦଦ୍ଭୁତ ଏକ ସରକାରୀ ବିଭାଗ ଯେଉଁ ଠାରେ ବେସରକାରୀ ଖଣି ଲୋକ ସରକାରୀ ବିଭାଗର ଚୌକୀ ରେ ବସି ସରକାରୀ

Read More
ରାଜନୀତି

୫ଟି ସଚିବଙ୍କୁ କାଳିମାଡ଼ ଘଟଣା : ବିଜେଡିର ନିନ୍ଦା

ଭୁବନେଶ୍ବର: ପୁରୀ ଜିଲ୍ଲା ସତ୍ୟବାଦୀରେ ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍‌ଙ୍କ ଉପରକୁ କାଳିମାଡ଼ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅଭିଯୁକ୍ତଙ୍କ ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାନ

Read More
ମୁଖ୍ୟ ଖବର

ବୈତରଣୀରେ ଧସିଲା ୨୦୦ ଫୁଟ୍‌ର ବନ୍ଧ, ସନ୍ଦେହ ଘେରରେ ନିର୍ବାହୀ ଯନ୍ତ୍ରୀ

ଦଶରଥପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ କମାରଡ଼ିହ ପଂଚାୟତ ବଳରାମପୁର ଠାରେ ୨୦୦ ଫୁଟର ବନ୍ଧ ଧସିଯିବା ପରେ ଅଂଚଳବାସୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଲଗାଣ ବର୍ଷକୁ

Read More
ରାଜ୍ୟ

ଫାଇବ ଟି ସଚିବଙ୍କ କାକଟପୁର ଓ ନିମାପଡା ଗ୍ରସ୍ତ

ନିମାପଡ଼ା: ଆଜି ଫାଇବ ଟି ସଚିବ ଭି କେ ପାଣ୍ଡିଆନ ଏକ ସ୍ୱତନ୍ତ୍ର ହେଲିକ୍ୟାପ୍ଟର ରେ ପୁରୀ ଜିଲ୍ଲା କାକଟପୁର ଓ ନିମାପଡା ନିର୍ବାଚନ ମଣ୍ଡଳୀ ଗ୍ରସ୍ତ

Read More
ସାହିତ୍ୟ

####ଅଥର୍ବ ଲଗ୍ନ####

କୃଷ୍ଣ ଚନ୍ଦ୍ର ପଣ୍ଡା ଏବେ କିନ୍ତୁ ଦିନସବୁ ଅନ୍ଧାର ଅନ୍ଧାରରାତିମାନେ ନପୁଂସକରାହୁଗ୍ରସ୍ତ ଆକାଶର ନାଭିମଣ୍ଡଳରୁଝରୁଥାଏ ଅହରହ ଲୋହିତ କାକରଆଖିସାମ୍ନାରେଛନ୍ଦାଛନ୍ଦି ହେଇ ଦୋହଲୁଥାନ୍ତିମେଞ୍ଚାମେଞ୍ଚା ସ୍ମୃତିର ଓହଳଆରମ୍ଭହୁଏ ପ୍ରବାଳଦ୍ବୀପର ଉପକଥାଫିଟିଯାଏ

Read More
ମୁଖ୍ୟ ଖବର

ସହିଦ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ମାଆଙ୍କ ପରଲୋକ

ଆନନ୍ଦପୁର: ସହିଦ୍ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କୁ ଝୁରିଝୁରି ଗୁରୁତର ଅସୁସ୍ଥ ହୋଇ ପଡିଥିବା ତାଙ୍କ ମା ସୁନ୍ଦରୀ ଖୁଣ୍ଟିଆଙ୍କ ଶୁକ୍ରବାର ପରଲୋକ ହୋଇଯାଇଛି। କଟକ ବଡ଼ମେଡିକାଲରେ ଆଜି

Read More
ମୁଖ୍ୟ ଖବର

୭୫ ରାଜ୍ୟସଭା ସଦସ୍ୟଙ୍କ ନାମରେ ରହିଛି ହତ୍ୟା ଓ ବଳତ୍କାର ମାମଲା

ନୂଆଦିଲ୍ଲୀ, : ଦେଶରେ ରାଜ୍ୟସଭା ଏମପିଙ୍କ ମଧ୍ୟରୁ ପ୍ରାୟ ୧୨ ପ୍ରତିଶତ କୋଟିପତି ଅଟନ୍ତି। ଏହି ଲିଷ୍ଟରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଏମପିଙ୍କ ନାମ ସର୍ବାଧିକ ରହିଛି।

Read More