ଦେଶ- ବିଦେଶ

ଭୂକମ୍ପ ପରେ ସିରିଆ ଉପରେ ଇସ୍ରାଏଲର ଆକ୍ରମଣ

l

ସିରିଆ, : ଇସ୍ରାଏଲର ଏକ ଲଢୁଆ ବିମାନ ମଙ୍ଗଳବାର ବିଳମ୍ବିତ ରାତି ଏବଂ ବୁଧବାର ସକାଳେ ସିରିଆର ଆଲେପ୍ପୋ ବିମାନବନ୍ଦରରେ ଆକ୍ରମଣ କରିଛି। ଏହି ଆକ୍ରମଣରେ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ସିରିଆର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ସିରିଆରେ ଭୂକମ୍ପ ପରେ ଏହି ବିମାନବନ୍ଦରରୁ ରିଲିଫ ସାମଗ୍ରୀ ବଣ୍ଟନ ପାଇଁ ଯାଉଥିଲା। ହେଲେ ଆକ୍ରମଣ ପରେ ବିମାନବନ୍ଦରରୁ ସହାୟତା ବନ୍ଦ କରିଦିଆଯାଇଛି।

Leave a Reply

Your email address will not be published. Required fields are marked *