ମହାନଗର

ହୋଲି ଉପଲକ୍ଷେ ଆଇସିପିର ଅଭିନନ୍ଦନ


ଭୁବନେଶ୍ୱର : ପବିତ୍ର ହୋଲି ଉପଲକ୍ଷେ ଇଣ୍ଡିଆନ୍ ସିଟିଜେନସ ପାର୍ଟି ସଭାପତି ରମେଶ ଚନ୍ଦ୍ର ରାଉତ ସମଗ୍ର ଓଡିଶାବାସୀ ଏବଂ ପ୍ରବାସୀ ଓଡ଼ିଆ ଭାଇ ଭଉଣୀ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।ଆନନ୍ଦ ଓ ଉତ୍ସାହ ରଙ୍ଗ ର ପର୍ବ ସମସ୍ତଙ୍କ ମନରେ ନୂଆ ଉଦିପନା ସୃଷ୍ଟି କରୁ ଏବଂ ପ୍ରତିଟି ମଣିଷ ର ପ୍ରଗତି ହେଉ ବୋଲି ସଭାପତି ଶ୍ରୀ ରାଉତ କରିଛନ୍ତି

            

Leave a Reply

Your email address will not be published. Required fields are marked *