ଦେଶ- ବିଦେଶ

ନ୍ୟୁ ୟର୍କ ଟାଇମ୍ସ ଉପରେ ଅଭିଯୋଗ ଆଣିଲେ ଅନୁରାଗ ଠାକୁର

ନୂଆଦିଲ୍ଲୀ, : କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଶୁକ୍ରବର ନୁ ୟର୍କ ଟାଇମ୍ସ ସମେତ ବିଦେଶୀ ମିଡଆ ଉପରେ ଅଭିଯୋଗ ଆଣିଛନ୍ତି । ଏମାନେ ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଦୁଷ୍ପ୍ରଚାର କରିଥିବା ଅଭିଯୋଗ କରିଛନ୍ତି ଠକୁର । ଟୁଇଟ କରି ମନ୍ତ୍ରୀ ଦେଶ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବଦନାମ କରିଥିବା ବିଦେଶୀ ମିଡିଆକୁ ତାତ୍ସଲ୍ୟ କରିଛନ୍ତି ।
ଅନୁରାଗ ଠାକୁର ଲେଖିଛନ୍ତି ଯେ ନ୍ୟୁୟର୍କ ଟାଇମ୍ସ ବହୁ ପୂର୍ବରୁ ନିରପେକ୍ଷତା ଛାଡି ଭାରତ ବିଷୟରେ କିଛି ପ୍ରକାଶ କରିଥିଲା । କଶ୍ମୀରରେ ପ୍ରେସ ସ୍ୱାଧିନତା ଉପରେ ନ୍ୟୁ ୟର୍କ ଟାଇମ୍ସର ତଥା କଥିତମତ ଭାରତ ତଥା ଏହାର ଗଣତାନ୍ତ୍ରୀକ ଅନୁଷ୍ଠାନ ଓ ମୂଲ୍ୟବୋଧ ବିଷୟରେ ପ୍ରଚାରର ଏକ ଅଂଶ ।

Leave a Reply

Your email address will not be published. Required fields are marked *