ରାଜ୍ୟ

ବାଣପୁର ବିଜେପି ତରଫରୁ ସ୍ୱଚ୍ଛଭାରତ ଅଭିଯାନ

ଖୋର୍ଦ୍ଧା : ବାଣପୁର ଐତିହାସିକ ପଞ୍ଚୁଦୋଳ ଦେଖିବା ପାଇଁ ପଲଟଣ ପଡିଆ ଠାରେ ବୋହୁ ଜନ ସମାବେଶ ହୋଇଥିଲା |
ଚାରିଦିନ ଧରି ପଲଟଣ ପଡିଆ ଠାରେ ବହୁ ଅଳିଆ ଆବର୍ଜନା ପଡିଥିବାରୁ ବାଣପୁର ବିଜେପି ତରଫରୁ ଆଜି ପ୍ରଧାନମନ୍ତ୍ରୀ ଙ୍କ ଆହ୍ୱାନ କ୍ରମେ ସ୍ୱଚ୍ଛତ ଅଭିଯାନ କରିଥିଲେ |
ଉକ୍ତ ଅଭିଯାନ ବାଣପୁର ମଣ୍ଡଳ ସଭାପତି ଭଗବାନ ପ୍ରଧାନ, ବିରିଜାଈ ମଣ୍ଡଳ ସଭାପତି ଜିତେନ୍ଦ୍ର ଭୋଳ, ଯୁବମୋର୍ଚା ସଭାପତି ଅମିତାଭ ପଟଯୋଶୀ ଏବଂ ବିଜେପି ର ବହୁକର୍ମୀ ଏବଂ ବିଜେପି କାଉନସିଲ ଉପସ୍ଥିତ ଥିଲେ |
ଏହି କାଯ୍ୟ କୁ ଜନସାଧାରଣ ବହୁ ପ୍ରଶଂସା କରିଥିଲେ |

Leave a Reply

Your email address will not be published. Required fields are marked *