ମୁଖ୍ୟ ଖବର

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଜାମିନ

ଚଣ୍ଡିଗଡ, : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କୁ କୋଟକାପୁର ଗୁଳିକାଣ୍ଡ ମାମଲାରେ ଗୁରୁବାର ଜିଲା କୋର୍ଟ ପକ୍ଷରୁ ଜାମିନ ମିଳିଛି। ଏହି ଘଟଣାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂ ବାଦଲଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଛି। ଏହା ବ୍ୟତୀତ ତତ୍କାଳୀନ ଏସଏସପି ସୁଖମନ୍ଦର ସିଂ ମାନଙ୍କ ଜାମିନ ଆବେଦନକୁ ଜିଲା କୋର୍ଟ ମଧ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ନିଷ୍ପତ୍ତି ଅତିରିକ୍ତ ଜିଲା ତଥା ସେସନ ଜଜ ରାଜୀବ କଲଦା ଏହି ନିଷ୍ପତ୍ତି ଶୁଣାଇଛନ୍ତି।

Leave a Reply

Your email address will not be published. Required fields are marked *