ରାଜ୍ୟ

ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ର ସଫେଇ ଅଭିଯାନ

ବ୍ରହ୍ମପୁର : ସ୍ଥାନୀୟ ଲାଂଜିପଲ୍ଲୀ ସ୍ମଶାନ କୁ ବିଶ୍ବ ହିନ୍ଦୁ ପରିଷଦ (ମହାନଗର) ଓ ବଜରଂଗଦଳର ମିଳିତ ଉଦ୍ୟମରେ ସଫେଇ କାର୍ଯ୍ଯ ବହୁ ଜନାଦ୍ରୁତ ଭାବେ ଅନୁଷ୍ଠିତ ହୋଇଯାଇଛି। ବି. ହି. ପରିଷଦ ମହାନଗର ସଭାପତି ଡାଃ ରବିନାରାୟଣ ବେହେରାଙ୍କ ନେତ୍ରୁତ୍ଵ ଓ ବଜରଂଗଦଳର ଜିଲ୍ଲା ସଂଯୋଜକ ବଳରାମ ମହାରଣାଂକ ସଂଯୋଜନାରେ ,ତଥା ବ. ଦ. ମହାନଗର ସଂଯୋଜକ ନନ୍ଦ କୁମାର ସାହୁଂକ ସହଯୋଗରେ,ଜୟନ୍ତ ମିଶ୍ର, ଇଂ ସିମାଂଚଳ ଦାଶ, ବିଶ୍ବନାଥ ପାଢୀ(ବରିଷ୍ଠ ସଦସ୍ଯ) ବିଜୟ ପାଢୀ, ପ୍ର.ଭାସ୍କର ପାଢୀ, କ୍ରୁଷ୍ଟଚନ୍ଦ ବେହେରା, ଶଂକର ପାଣିଗ୍ରାହୀ, ପ୍ରଶାନ୍ତ ମୁଦୁଲି, ବସନ୍ତ ପଟନାୟକ, ଉଷାରାଣୀ ପଟନାଯକ,ଗୌରୀ ମହାନ୍ତି,କ୍ରିଷ୍ଟା ପାତ୍ରଂକ ସମେତ ବହୁ ବୁଦ୍ଧିଜିବୀ, ସମାଜସେବୀ ମାନେ ଏହି ଜନସେବା କାର୍ଯକ୍ରମରେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *