ରାଜ୍ୟ

ଏକାକାର ରୌପ୍ୟ ଜୟନ୍ତୀ ଓ ଆକାଶବାଣୀ ଶ୍ରୋତାସମ୍ମିଳନୀ

ଜଗତସିଂହପୁର : ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ରବିବାର ଏକାକାର ରୌପ୍ୟ ଜୟନ୍ତୀ ଓ ଆକାଶବାଣୀ ଶ୍ରୋତା ସମ୍ମିଳନୀ ଉଦ୍‌ଘାଟିତ ହୋଇଯାଇଛି। ଏକାକାର ଶ୍ରୋତା ପରିଷଦ ର ସଭାପତି ଶ୍ରୀଯୁକ୍ତ ଅଞ୍ଜନ କୁମାର ପରିଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଉକ୍ତ କାର୍ଯ୍ୟକ୍ରମରେ ସଭାପତି କ୍ଲପ ର ଶ୍ରୀଯୁକ୍ତ ବିକାଶ ଦାସ ମୁଖ୍ୟ ଅତିଥି, କେନାଲ ମ୍ୟାନ ପଦ୍ମଶ୍ରୀ ଦୈତାରୀ ନାଏକ ସଂମାନନୀୟ ଅତିଥି ଆକାଶ ବାଣୀର କାର୍ଯ୍ୟକ୍ରମ ନିର୍ଦେଶକ ଜଗଦୀଶ ଅଧିକାରୀ ବରିଷ୍ଠ ଶ୍ରୋତା ଶ୍ରୀଯୁକ୍ତ ନାରାୟଣ ସାସମଲ ବରିଷ୍ଠ ସାମ୍ବାଦିକ ମନୋଜ ଦାସ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ନିର୍ଦେଶକ ତଥା ସାଶନ ସଚିବ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ । ସଭାଶେଷ ରେ ଉପୋଭୋକ୍ତା ଅଧିକାରୀ ଗୋବିନ୍ଦ ଓଝା ଧନ୍ୟବାଦ ଅର୍ପଣ କରିଥିଲେ
ଜଗତସିଂହପୁର ରୁ ଅସ୍ମିତା ମହାନ୍ତି ଙ୍କ ବିଶ୍ଵବିଜୟୀ news ଓଡିଶା

Leave a Reply

Your email address will not be published. Required fields are marked *