ରାଜନୀତି

ଦିଲ୍ଲୀ ପୋଲିସକୁ ଜବାବ ଦେଲେ ରାହୁଲ

ନୂଆଦିଲ୍ଲୀ : କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ‘ମହିଳାଙ୍କୁ ଯୌନ ଉତ୍ପୀଡ଼ନ’ ସମ୍ପର୍କରେ ତାଙ୍କ ଭାଷଣ ସମ୍ପର୍କରେ ଦିଲ୍ଲୀ ପୋଲିସ ନୋଟିସର ଜବାବ ଦେଇଛନ୍ତି। ସେ ଦିଲ୍ଲୀ ପୋଲିସକୁ ଏକ ଲମ୍ବା ଚଉଡା ମେଲ୍‌ ପଠାଇଛନ୍ତି। ଏଥିରେ ରାହୁଲ ଗାନ୍ଧୀ ଭାଷଣର ୪୫ ଦିନ ପରେ ପୋଲିସ ଗ୍ରହଣ କରିଥିବା ପ୍ରକ୍ରିୟା ଉପରେ ପ୍ରଶ୍ନ କରିଛନ୍ତି।

Leave a Reply

Your email address will not be published. Required fields are marked *