ଦେଶ- ବିଦେଶ

ଡ୍ରୋନ ଆକ୍ରମଣରେ ଆମେରିକା ଠିକାଦାରଙ୍କ ମୃତ୍ୟୁ

ୱାଶିଂଟନ, : ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି କି ଉତ୍ତର ପୂର୍ବ ସିରିଆରେ ସନ୍ଦିଗ୍ଧ ଇରାନି ଡ୍ରୋନ ଆକ୍ରମଣରେ ତା’ର ଜଣେ କଣ୍ଟ୍ରାକ୍ଟରଙ୍କ ମୃତ୍ୟୁ ହୋଇଛି । ମନ୍ତ୍ରଣାଳୟ କହିଛି କି ଏହି ଆକ୍ରମଣରେ ଆମେରିକାର ୫ ସେନା ଓ ଅନ୍ୟଜଣେ କଣ୍ଟ୍ରାକ୍ଟର ଆହତ ହୋଇଛନ୍ତି ।
ଆମେରିକା ସୁରକ୍ଷାକର୍ମୀ କହିଛନ୍ତି, ସେ ଇରାନର ରିଭୋଲୁୃ୍ୟଶନାରୀ ଗାର୍ଡଙ୍କ ସହ ଜଡିତ ଗ୍ରୁପଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା ଶିବିରକୁ ଟାର୍ଗେଟ କରାଯାଇ ବିମାନ ଆକ୍ରମଣ କରାଯାଇଥିଲା ଓ ତୁରନ୍ତ ଏହାର ପ୍ରତି ଆକ୍ରମଣ ବି କରାଯାଇଥିଲା । ଏହି ଘଟଣାକୁ ନେଇ ମାନବାଧିକାର କର୍ମୀ କହିଛନ୍ତି ଇରାନ ବିମାନ ଆକ୍ରମଣରେ ୪ ଜଣଙ୍କ ମୃତ୍ୟୁ ହୋଇଛି ।

Leave a Reply

Your email address will not be published. Required fields are marked *