ରାଜ୍ୟ

ବିଶ୍ଵ ଯକ୍ଷ୍ମା ଦିବସ ଠାରୁ ସଚେତନତା ରଥର ଶୁଭାରମ୍ଭ

ବାଲୁଗାଁ : ଲୋକଙ୍କୁ କିପରି ଯକ୍ଷ୍ମା ରୋଗ ଉପରେ ସଚେତନ କରାଯାଇ ପାରିବ ଏକ ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିଲା ଏକ ସଚେତନତା ରଥ , ଯାହା ବିଶ୍ଵ ଯକ୍ଷ୍ମା ଦିବସରୁ ଆରମ୍ଭ ହୋଇଯାଇଛି। ଲିଙ୍କ ୱାର୍କର ସ୍କିମ, କଳିଙ୍ଗ ନେଟୱର୍କ ଖୋର୍ଦ୍ଧା ପକ୍ଷ ରୁ ଏକ ସଚେତନ ରଥ ଆରମ୍ଭ କରାଯାଇଥିଲା , ଏହା ADPHO TB, DPM NHM , PMDT & TB HIV Co ordinator and President KNP + ଙ୍କ ଦ୍ଵାରା ଶୁଭ ଉଦଘାଟନ ହୋଇ ଖୋର୍ଦ୍ଧା CDMO ଅଫିସ୍ ରୁ ବାହାରି ବାଣପୁର ବ୍ଲକ ଆୟତପୁର ଜି ପି , ନରେନ୍ଦ୍ରପୂର୍ ଜି ପି, ଗମ୍ଭାରୀମୁଣ୍ଡା , ତୋରସିଂ, ନୀଳାଦ୍ରି ପ୍ରସାଦ ପଞ୍ଚାୟତ ରେ ପରିଭ୍ରମଣ କରିଥିଲା ଏଥିରେ DRP LWS ର Supervisor ଓ ଅନ୍ୟାନ୍ୟ କ୍ଲଷ୍ଟର୍ ଲିଙ୍କ ୱର୍କର୍ ମାନେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *