ରାଜନୀତି

୧୩ରେ ରାଜଭବନ ଘେରିବ କଂଗ୍ରେସ

ଭୁବନେଶ୍ୱର, : ମାର୍ଚ୍ଚ ୧୩ ତାରିଖରେ କଂଗ୍ରେସ ପକ୍ଷରୁ ରାଜଭବନ ଘେରାଉ କରାଯିବ। ଓଡ଼ିଶାର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ, ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁର ତଦନ୍ତ ବାଟବଣା ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ରକରି ଏହି ଅନ୍ଦୋଳନ ହେବ । ଏ ନେଇ ସୋମବାର ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି। ପିସିସି ସଭାପତି ଏହାକୁ ନେଇ କଂଗ୍ରେସ ବିଧାୟକଙ୍କ ସହ ଆଲୋଚନା କରିଥିବା କହିଛନ୍ତି।

Leave a Reply

Your email address will not be published. Required fields are marked *