ରାଜନୀତି

ଉପଯୁକ୍ତ ପ୍ରାର୍ଥୀ ମିଳିଲେ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ଝାରସୁଗୁଡ଼ାରେ ପ୍ରତିଦ୍ବନ୍ଦିତା କରିବ


ଭୁବନେଶ୍ୱର : ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ରାଜ୍ୟ କମିଟି ର ଏକ ଜରୁରୀ ବୈଠକ ସଭାପତି ରମେଶ ଚନ୍ଦ୍ର ରାଉତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଝାରସୁଗୁଡ଼ା ଉପନିର୍ବାଚନ ସମ୍ବନ୍ଧରେ ଆଲୋଚନା କରାଯାଇଛି । ଉପଯୁକ୍ତ ପ୍ରାର୍ଥୀ କିମ୍ୱା ପ୍ରାର୍ଥୀନି ମିଳିଲେ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ଝାରସୁଗୁଡ଼ା ରେ ପ୍ରତିଦ୍ବନ୍ଦିତା କରିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରାର୍ଥୀ କିମ୍ୱା ପ୍ରାର୍ଥୀନି ହେବାକୁ ଆଗ୍ରହୀ ନେତ୍ରୁମଣ୍ଡଳୀ ହ୍ୱାଟସ୍ଆପ୍ ନମ୍ବର 9438565043 ଏବଂ ମୋବାଇଲ 9438843612 ରେ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି। ସାଧାରଣ ସମ୍ପାଦକ ନରେନ୍ଦ୍ର କୁମାର ମଲ୍ଲିକ ଏବଂ କୋଷାଧ୍ୟକ୍ଷ ସନାତନ ଗ୍ରହଚାଯ୍ୟ ଇତ୍ୟାଦି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *