ଦେଶ- ବିଦେଶ

ମଧ୍ୟ ପ୍ରଦେଶକୁ ମିଳିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ

ଭୋପାଳ,: ମଧ୍ୟ ପ୍ରଦେଶର ରାଜଧାନୀ ଭୋପାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇଛନ୍ତି। ଏହି ଟ୍ରେନର ଲୋକାର୍ପଣ ପ୍ରଧାନମନ୍ତ୍ରୀ ହାଇଟେକ କମଳାପତି ରେଲଓ୍ବେ ଷ୍ଟେଶନରେ କରିଛନ୍ତି। ଏହି ଅବସରରେ ମୋଦି କହିଛନ୍ତି, ମଧ୍ୟ ପ୍ରଦେଶକୁ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ମିଳିଛି, ଯାହା ରାଜ୍ୟବାସୀଙ୍କୁ ଅନେକ ସୁବିଧା ଯୋଗାଇ ଦେବା ସହ ରାଜ୍ୟର ବିକାଶର ମାଧ୍ୟମ ହେବ।

Leave a Reply

Your email address will not be published. Required fields are marked *