ଅପରାଧ

୬ କୁକୁରଙ୍କୁ ବିଷ ଦିଆଯାଇ ମରାଗଲା, ଥାନାରେ ଏତଲା

ଭୁବନେଶ୍ବର: ଗତକାଲି ରାତିରେ ଚନ୍ଦ୍ରଶେଖରପୁର ଅଞ୍ଚଳ ସ୍ଥିତ ଶ୍ରୀଅନ ଶ୍ରମିକ ବସ୍ତି ଅଞ୍ଚଳରେ ବୁଲା କୁକୁରଙ୍କୁ ପୁଟିରେ ବିଷ ଦିଆଯାଇଥିବାର ଅଭିଯୋଗ ହୋଇଛି। ଏହି ଘଟଣାରେ ଛଅଟି କୁକୁରଙ୍କୁ ମାରି ଦିଆଯାଇଛି। ଏହି ଅଞ୍ଚଳରେ ବର୍ତ୍ତମାନ ଅନେକ କୁକୁର ଅସୁସ୍ଥ ହୋଇ ପଡ଼ିଛନ୍ତି। ସ୍ଥାନୀୟ ଅଞ୍ଚଳର ଲୋକେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ପିପୁଲ ଫର୍ ଆନିମଲ୍ସ ସଂଗଠ ପକ୍ଷରୁ ଏ ସଂପର୍କରେ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *