ମହାନଗର

ବାଣ ଭିଡାବେଳେ ବିସ୍ଫୋରଣ

ଭୁବନେଶ୍ୱର: ବାଣ ଭିଡାବେଳେ ଭୁବନେଶ୍ୱର ଭିଏସଏସ ନଗରରେ ବିସ୍ଫୋରଣ। ବିସ୍ଫୋରଣରେ ଘର ଆଜବେଷ୍ଟ ଭାଙ୍ଗିଯିବା ସହ ଜଣେ ଗୁରୁତର ଭାବରେ ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଶିବାନନ୍ଦ ତାଡ଼ନ।ବାଣ ଭିଡା ହେଲା ସମୟରେ ଫୁଟିଯାଇଥିବା ସୂଚନା ମିଳିଛି। ସହିଦ ନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଛି |

Leave a Reply

Your email address will not be published. Required fields are marked *