ମହାନଗର

ପକ୍ଷୀଙ୍କ ପ୍ରେମରେ ସମାଜସେବୀ ପ୍ରକାଶ

ବିଭିନ୍ନ ସ୍ଥାନରେ ପଶୁ ପକ୍ଷୀ ପାଇଁ ଉଧାରଣ ସାଜିଛନ୍ତି ସମାଜ ସେଵୀ ପ୍ରକାଶ ନିଜର କର୍ମ ଭିତରେ ସମାଜ ପାଇଁ ନୁଆ ଚିନ୍ତାଧାରା ସାଜିଛନ୍ତି ସମାଜ କର୍ମୀ ପ୍ରକାଶ ପଶୁ ପକ୍ଷୀ ଙ୍କ ପାଇଁ ଗଛ ଡାଳରେ ମାଟି ହାଣ୍ଡି ବୋତଲରେ ରଖୁଛନ୍ତି ପାଣି ଏବଂ ଯେଉଁଠାରେ ପାଣି ପାଇଁ ଷଣ୍ଢ ଗାଈ ନାହିଁ ନଥିବାର ଅସୁବିଧା ସନମୁଖୀନ ହଉଛନ୍ତି ତାଙ୍କର ପାଇଁ କୁଣ୍ଡ ଏବଂ ପାଣି ସବୁଦିନ ଭରିକରି ଆସୁଛନ୍ତି ପ୍ରକାଶ ସେଥିପାଇଁ ସେ ନିଜକୁ ବହୁତ ଗର୍ବ ଅନୁଭବ କରନ୍ତି ଏବଂ ସେ କାହାର କେବେ ଦୁଃଖ ଦେଖିଲେ ରାତିରେ ଶୋଇବା ଭୁଲି ଯାନ୍ତି ଆଉ ସକାଳ ହେଲା ମାତ୍ରେ ସାଙ୍ଗେ ସାଙ୍ଗେ ସମାଧାର ବାଟ ଖୋଜିକି ସମାଧନ କରନ୍ତି ସେ ଏମିତି କର୍ମୀ ରାସ୍ତାରେ ହଉ ଅବା କାହା ବାରିରେ ପଶିକି ଅଖା ଗୋଟାଳି ପିଲା ଯେମିତି ଅଖା ଧରିକି ପ୍ଲାଷ୍ଟିକ ଖୋଜିକି ବିକ୍ରି କରିକି ପେଟ ପୋଷନ୍ତି ଠିକ ସେମିତି ପ୍ରକାଶ ପ୍ଲାଷ୍ଟିକି ବୋତଲ ସଂଗ୍ରହ କରିକି ତାକୁ ସଫା ସୁତୁରା କରିକି କାଟିକି ଭୁବନେଶ୍ୱରରେ ପ୍ରାଏ ଗଛ ମାନଙ୍କରେ ଟାଙ୍ଗିକି ପାଣି ଖାଦ୍ୟ ରଖନ୍ତି ସେଥିପାଇଁ ତାଙ୍କୁ ବହୁତ ଆନନ୍ଦ ମିଳିଥାଏ ଏମିତି ସମାଜରେ କିଛି ସମାଜ ସେବୀ ଅଛନ୍ତି ଆଜିପଯ୍ୟନ୍ତ ଲୋକଲୋଚନକୁ ଆସି ପାରୁ ନାହାନ୍ତି l

ଆମେ କିଛି ଦିନ ତଳେ ଖବର ପାଇ ଆମେ ପହଞ୍ଚିଥିଲୁ ଭାଇଙ୍କ ପାଖରେ ଆଉ ସେ ଯାହା କହିଥିଲେ ଆମେ ବହୁତ ଖୁସି ଅନୁଭବ କରିଥିଲୁ ଆଉ ଭାଇ ଗୋଟେ ପ୍ରାଇଭେଟ job କରନ୍ତି ସେ ପାରିଶ୍ରମକି କରେ ଚଳିବା ବହୁତ କଷ୍ଟ ବୋଲି ଆଜି ଵୀ ସେ ହାରି ନାହାନ୍ତି ପାର୍ଟ ଟାଇମ ଜବ କରୁଛନ୍ତି ଡେ଼ଲିଭରି ବଏ ହୋଇଛନ୍ତି ଆଉ ସେଥିରେ ଯାହା ମିଳେ ସେ ନିଜେ ବଞ୍ଚିବା ସହିତ ପକ୍ଷୀ ପଶୁଙ୍କୁ ଵୀ ବଞ୍ଚନ୍ତି ଆଉ ସେ ଗୋଟେ ବାର୍ତା ଦେଲେ କି ଆଗକୁ ବହୁତ ଖରା ହେବାର ସମ୍ଭାବନା ଥିବାରୁ ସେ ଅନୁରୋଧ କରିଛନ୍ତି ସାରା ଓଡିଶା ବାସୀଙ୍କୁ ସମସ୍ତେ ଯେମିତି ଜଳଛତ୍ର ଖୋଲୁଛନ୍ତି ଠିକ ସେମିତି ପଶୁ ପକ୍ଷୀଙ୍କ ପାଇଁ ଵେବସ୍ତା କରନ୍ତୁ ପ୍ରତେକ ଜାଗାରେ ପାଣି ରଖନ୍ତୁ

Leave a Reply

Your email address will not be published. Required fields are marked *