ଦେଶ- ବିଦେଶ

ସଡ଼କ ଦୁର୍ଘଟଣା: ୧୦ ମୃତ

ଡୋଡୋମା, : ଶନିବାର ପଶ୍ଚିମ କେନିଆର ତାଞ୍ଜାନିଆ ସୀମା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଅତି କମ୍‌ରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ମିଗୋରୀ ସହରର ରାଜପଥରେ ଏକ ଟ୍ରକ୍‌ ଭାରସାମ୍ୟ ହରାଇ ପଥଚାରୀ, ମୋଟରସାଇକେଲ ଏବଂ ଟ୍ୟାକ୍ସି ଉପରେ ମାଡ଼ିଗଲା। ଫଳରେ ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୧୦ ଜଣ ମଧ୍ୟ ଆହତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *