ରାଜନୀତି

କର୍ନାଟକରେ ପୁଣି ସରକାର ଗଢିବ ଭାଜପା: ଶାହା

ନୂଆଦିଲ୍ଲୀ,: କର୍ନାଟକରେ ପୁଣିଥରେ ଭାଜପା ସରକାର ଗଢିବ। ଦକ୍ଷିଣ ଗୋଆରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ଏଭଳି କହିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଶାହା କହିଛନ୍ତି, ଓଡିଶା ଏବଂ ତେଲଙ୍ଗାନାର ଲୋକେ ଭାଜପା ସପକ୍ଷରେ ଅଛନ୍ତି। ଏହା ବ୍ୟତିତ ଗୋଆ ଏବଂ ଉତ୍ତରାଖଣ୍ଡରେ ଭାଜପାର ବିଜୟକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଦେଇଥିବା ବିବୃତ୍ତିକୁ ମଧ୍ୟ ଶାହା କଟାକ୍ଷ କରିଛନ୍ତି। ଶାହା ଏହା ମଧ୍ୟ କହିଛନ୍ତି, ରାହୁଲ ଗାନ୍ଧୀ କଂଗ୍ରେସ ପାଇଁ ଉତ୍ତର-ପୂର୍ବ ରାଜ୍ୟରେ ନିର୍ବାଚନୀ ପ୍ରଚାର କରିଥିଲେ, ଯେଉଁଠାରେ ଦଳ ଧ୍ୱଂସ ହୋଇଯାଇଥିଲା।ଏହି ରାଜ୍ୟଗୁଡ଼ିକରେ ସଂଖ୍ୟାଲଘୁ ସମ୍ପ୍ରଦାୟର ସଂଖ୍ୟା ହେତୁ କଂଗ୍ରେସ ସର୍ବଦା ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକୁ ଏହାର ଗଡ଼ ବୋଲି ବିବେଚନା କରୁଥିଲା, କିନ୍ତୁ ନିକଟରେ ହୋଇଥିବା ନିର୍ବାଚନ ଫଳାଫଳ ଭାଜପା ସପକ୍ଷରେ ଥିଲା। ତେବେ ଖାର୍ଗେ ଏବଂ ରାହୁଲ ଗାନ୍ଧୀଙ୍କୁ କହିବାକୁ ଚାହେଁ ଯେ, ଭାଜପା କର୍ନାଟକରେ ପୁଣିଥରେ ସରକାର ଗଢିବ।

6 thoughts on “କର୍ନାଟକରେ ପୁଣି ସରକାର ଗଢିବ ଭାଜପା: ଶାହା

  • Yesterday, while I was at work, my sister stole my apple ipad and tested to see if it can survive a 40 foot drop, just so she can be a youtube sensation. My apple ipad is now destroyed and she has 83 views.
    I know this is completely off topic but I had
    to share it with someone!

    Reply
  • I love your blog.. very nice colors & theme.
    Did you make this website yourself or did you hire someone to do it for you?
    Plz answer back as I’m looking to design my own blog and would like to know where u
    got this from. thank you

    Reply
  • I’m no longer positive where you’re getting your information, but great topic.
    I must spend a while studying much more or understanding more.
    Thanks for wonderful information I used
    to be searching for this info for my mission.

    Reply
  • I am curious to find out what blog system you happen to be utilizing?
    I’m having some minor security problems with my latest blog and I would like to find something more risk-free.
    Do you have any suggestions?

    Reply

Leave a Reply

Your email address will not be published. Required fields are marked *