ମୁଖ୍ୟ ଖବର

ନେପାଳରେ ଭାରତୀୟ ପର୍ବତାରୋହୀ ନିଖୋଜ

ନୂଆଦିଲ୍ଲୀ : ନେପାଳର ମାଉଣ୍ଟ ଅନ୍ନପୂର୍ଣ୍ଣାରୁ ଜଣେ ୩୪ ବର୍ଷୀୟ ଭାରତୀୟ ପର୍ବତାରୋହୀ ନିଖୋଜ ହୋଇଯାଇଛନ୍ତି। ରାଜସ୍ଥାନର କିଶନଗଡ଼ନିବାସୀ ଅନୁରାଗ ମାଲୁ ମାଉଣ୍ଟ ଅନ୍ନପୂର୍ଣ୍ଣାର କ୍ୟାମ୍ପ-୩ରୁ ଓହ୍ଲାଇବା ବେଳେ ନିଖୋଜ ହୋଇଯାଇଥିଲେ ଏବଂ ସୋମବାର ସକାଳୁ ନିଖୋଜ ଅଛନ୍ତି ବୋଲି ଟ୍ରେକିଂ ଅଭିଯାନ ପରିଚାଳନା କରୁଥିବା ସେଭେନ୍ ସମିଟ୍ ଟ୍ରେକ୍ସର ଅଧ୍ୟକ୍ଷ ମିଙ୍ଗମା ଶେର୍ପା କହିଛନ୍ତି।

Leave a Reply

Your email address will not be published. Required fields are marked *