ମହାନଗର

ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକଙ୍କୁ ସ୍ମାରକ ପତ୍ର

ଭୁବନେଶ୍ୱର : ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ ତରଫରୁ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଵା ସହିତ ସାମ୍ବାଦିକମାନଙ୍କ ସମସ୍ୟା ବିଷୟରେ ଅବଗତ କରିଥିଲେ ସଭାପତି ସଂଜୟ ଦାସ, କିଛି ଦଲାଲ ସାମ୍ୱାଦିକ ଭାବରେ ରହି ସରକାରୀ ସୁବିଧା ନେଉ ପ୍ରଫେସନକୁ କଳଙ୍କିତ କରୁଛନ୍ତି ବୋଲି ଜଣାଇଥିଲେ l ସାମ୍ୱାଦିକ ସୁରକ୍ଷା ଓ ସରକାରୀ ସୁବିଧା ପ୍ରକୁତ ସାମ୍ୱାଦିକ କୁ ଦେବାପାଇଁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା l ସେଠାରେ ସାଧାରଣ ସମ୍ପାଦକ,ହୃଷୀକେଶ ମହାନ୍ତି, ଉପାଧ୍ୟକ୍ଷ ରଜନୀକାନ୍ତ ସାମନ୍ତରାୟ,ସଭ୍ୟ ପ୍ରସନ୍ନ ପୃଷ୍ଟି ଓ କିଶୋର ସିହ୍ନା ପ୍ରମୁଖ ଉପସ୍ଥିତ ରହିଥିଲେ l

Leave a Reply

Your email address will not be published. Required fields are marked *