ରାଜନୀତି

ବିଜେପିର ବୁଥ ଶସକ୍ତିକରଣ କର୍ମଶାଳା


ବାଣପୁର :- ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ନିର୍ଦେଶ ମୁତାବକ ଗାଁକୁ ଚାଲ ଅଭିଯାନରେ ବୁଥ ଗୁଡିକୁ ସଶକ୍ତ କରିବାକୁ ଚିଲିକା ବିଜେପି ତାର ଅଭିଯାନ ଜାରି ରଖିଛି l ଏହି ପରିପ୍ରେକ୍ଷୀରେ ଚିଲିକା ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ବୁଥ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇ ବୁଥ କମିଟି ଚୟନ କରାଯାଉଛି l ଗୁରୁବାର ତୋରସିଂ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଭାଟପଡା 66ନମ୍ବର ବୁଥରେ ଜିଲ୍ଲା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନଙ୍କ ତତ୍ୱାବଧାନରେ ସଭାପତି ଭାବରେ ଯାତ୍ରୀ ସାହୁଙ୍କ ସମେତ ଏକ 45ଜଣିଆ ବୁଥ କମିଟି ଚୟନ କରାଯାଇଥିଲା l ଉକ୍ତ କର୍ମଶାଳାରେ ପଞ୍ଚାୟତର ଦେବେନ୍ଦ୍ର ହରିଚନ୍ଦନ, ପ୍ରମୋଦ ମହାପାତ୍ର, ଶ୍ରୀଧର ସୁବୁଦ୍ଧିଙ୍କ ସମେତ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ l କମିଟି ଚୟନ ପରେ ମୋଦି ସରକାରଙ୍କ ସଫଳ ଯୋଜନା ଗୁଡିକୁ ପ୍ରତି ଭୋଟର ମାନଙ୍କୁ ଅବଗତ କରିବା ସହ ରାଜ୍ୟ ସରକାରଙ୍କ ଅପାରଗତାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବାକୁ ଚୟନ କରାଯାଇଥିବା

Leave a Reply

Your email address will not be published. Required fields are marked *