ଅପରାଧ

ଥାନାରେ ଯୁବକଙ୍କୁ ନିର୍ଦ୍ଧୁମ ଛେଚିଲେ ଥାନା ଅଧିକାରୀ

ଯାଜପୁର: ପୁଲିସ୍ ମାଡ଼ରେ ଜଣେ ଯୁବକ ଆହତ ହୋଇଥିବା ଜଣାଯାଇଛି। ଆହତ ହେଲେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ କଣ୍ଟିଗଡିଆ ଗାଁର ପ୍ରଶାନ୍ତ ରାଉତଙ୍କ ପୁଅ ଦେବେନ୍ଦ୍ର ରାଉତ(୨୦)। ଜମିବାଡ଼ି ବିବାଦକୁ ନେଇ ଗତକାଲି ଏଫଆଇଆର୍ ଦେବାକୁ ଯାଇଥିଲେ ଦେବେନ୍ଦ୍ର। ହାଫ୍ ପ୍ୟାଣ୍ଟ୍ ପିନ୍ଧି ଥାନାକୁ ଯାଇଥିବାରୁ ଧର୍ମଶାଳା ଥାନା ଅଧିକାରୀ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିଲେ।ଯାଜପୁର: ପୁଲିସ୍ ମାଡ଼ରେ ଜଣେ ଯୁବକ ଆହତ ହୋଇଥିବା ଜଣାଯାଇଛି। ଆହତ ହେଲେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ କଣ୍ଟିଗଡିଆ ଗାଁର ପ୍ରଶାନ୍ତ ରାଉତଙ୍କ ପୁଅ ଦେବେନ୍ଦ୍ର ରାଉତ(୨୦)। ଜମିବାଡ଼ି ବିବାଦକୁ ନେଇ ଗତକାଲି ଏଫଆଇଆର୍ ଦେବାକୁ ଯାଇଥିଲେ ଦେବେନ୍ଦ୍ର। ହାଫ୍ ପ୍ୟାଣ୍ଟ୍ ପିନ୍ଧି ଥାନାକୁ ଯାଇଥିବାରୁ ଧର୍ମଶାଳା ଥାନା ଅଧିକାରୀ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିଲେ।

Leave a Reply

Your email address will not be published. Required fields are marked *