ମହାନଗର

୧୨ ଦିନ ରହିଥିଲେ ଗ୍ୟାଙ୍ଗଷ୍ଟର ଗଡ୍ଡୁ ମୁସଲିମ

ଭୁବନେଶ୍ୱର,: ଓଡ଼ିଶାର ଗ୍ୟାଙ୍ଗଷ୍ଟର ଗଡ୍ଡୁ ମୁସଲିମ୍‌ ୧୨ ଦିନ ରହିଥିଲେ। ଏପ୍ରିଲ୍‌ ୨ରୁ ୧୩ ତାରିଖ ପର୍ଯ୍ୟନ୍ତ ରହିଥିବା ନେଇ ଯାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ରିପୋର୍ଟ ଅନୁଯାୟୀ, ଗଡ୍ଡୁ ମୁସଲିମ ୧୨ ଦିନ ଓଡ଼ିଶାରେ ରହିଥିଲେ। ପରେ ସେଠାରୁ ଛତିଶଗଡ଼ ପଳାଇଥିଲେ। ମିରଟ, ଆଜମେର, ଝାନ୍‌ସୀ, ନାସିକ୍‌ ପୁଣେ ପରେ ଗୁଡ୍ଡୁ ବରଗଡ଼ ଆସିଥିଲେ। ଏସ୍‌ଟିଏଫ୍‌କୁ ଚକ୍‌ମା ଦେବାପାଇଁ ଗୁଡ୍ଡୁ ବିଭିନ୍ନ ଜାଗା ବଦଳାଉଥିଲେ। ବରଗଡ଼ ଛାଡ଼ିବା ବେଳେ ବ୍ୟାଗ୍‌ ଛାଡି ପଳାଇଥିବା ମଧ୍ୟ ରିଯୋର୍ଟରେ ପ୍ରକାଶ ପାଇଛି। ତାଙ୍କ ସହଯୋଗୀ ରାଜା ଖାନ୍‌ଙ୍କୁ ଏସ୍‌ଟିଏଫ୍‌ ଜେରା କରିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *