ଅପରାଧ

ଜୀବନ ହାରିଲେ ଟ୍ରାଫିକ ଭଲେଣ୍ଟିଅର

ଭୁବନେଶ୍ୱର: ଟ୍ରାଫିକ ଭଲେଣ୍ଟିଅର ତଥା ଜଣେ କଲେଜ୍ ଛାତ୍ରଆତ୍ମହତ୍ୟା କରିଥିବା ଜଣାଯାଇଛି। ମୃତକ ହେଲେ ଏକାମ୍ର କଲେଜର ଯୁକ୍ତ ତିନି ଶେଷ ବର୍ଷର ଛାତ୍ର ଅତୁଲ୍ୟ କୁମାର୍ ସେଣ। ସେ ଘରେ ଶାଢ଼ିରେ ଆତ୍ମହତ୍ୟା କରିଛନ୍ତି।ସେ ଟ୍ରାଫିକ ଭଲେଣ୍ଟିଅର ଭାବରେ ଦୀର୍ଘଦିନ ହେବ କାର୍ଯ୍ୟ କରିଆସୁଥିଲେ। ଖବର ପାଇବା ପରେ ଘଟଣାସ୍ଥଳରେ ଏୟାର ଫିଲ୍ଡ ଥାନା ପହଞ୍ଚି ତଦନ୍ତ କରୁଛି।ତେବେ ସେ ଜଣେ ମେଳାପୀ ଛାତ୍ର ଥିଲେ ବୋଲି ତାଙ୍କ ସାଙ୍ଗମାନେ କହିଛନ୍ତି। ତାଙ୍କର ଆତ୍ମହତ୍ୟା କଥାକୁ ସେମାଦନ ସହଜରେ ଗ୍ରହଣ କରିପାରୁନାହାନ୍ତି।

Leave a Reply

Your email address will not be published. Required fields are marked *