ଅପରାଧ

କଫ ସିରଫ ରାକେଟ ଠାବ: ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ରାଜଧାନୀ‌ରେ କଫ ସିରଫ ରାକେଟ ଠାବ ହୋଇଛି। ବରମୁଣ୍ଡାରୁ ରାଜ୍ୟ ବାହାରକୁ ଚାଲାଣ ବେଳେ ଦୁଇ ଚାଲାଣକାରୀଙ୍କୁ ପୁଲିସ ମାଡି ବସିଥିବା ଜଣାଯାଇଛି। ଘଟଣାସ୍ଥଳରୁ ପ୍ରାୟ ୨୪ ଶହ କଫ ସିରଫ ବୋତଲ ଜବତ ହୋଇଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ଭରତପୁର ପୁଲିସ। ଗିରଫ ୨ ଅଭିଯୁକ୍ତଙ୍କ ନାଁ ଦିଲ୍ଲୀପ ଦରଦା ଓ ଆଶିଷ କୁମାର ସାହୁ ବୋଲି ଜଣାଯାଇଛି।

Leave a Reply

Your email address will not be published. Required fields are marked *