ଅପରାଧ

ଷ୍ଟେସନର ବିଶ୍ରାମାଗାରରେ ଯୁବକର ଝୁଲନ୍ତା ମୃତଦେହ ଠାବ

କୋରାପୁଟ: କୋରାପୁଟ ଜିଲ୍ଲା ଡୁମୁରିପୁଟ ଷ୍ଟେସନର ବିଶ୍ରାମାଗାର କକ୍ଷରେ ଜଣେ ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଠାବ ହୋଇଛି। ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇ ପାରିନି।
ସୂଚନା ଅନୁଯାୟୀ, ରେଳପଥ ଦୋହରିକରଣ କାମରେ ନିୟୋଜିତ ଜଣେ ଶ୍ରମିକ ବେକରେ ଦଉଡ଼ି ଦେଇ ଫ୍ୟାନରେ ଝୁଲୁଥୁବା ଦେଖିବାକୁ ମିଳିଛି। ଡୁମୁରୁପୁଟର ରେଳ ଷ୍ଟେସନର ଯାତ୍ରୀ ବିଶ୍ରାମାଗାର କକ୍ଷରେ ଝୁଲୁଛି ଶବ। ସେ ଆତ୍ମହତ୍ୟା କରିଛି ନା ତାକୁ ହତ୍ୟା କରି ଝୁଲାଇ ଦିଆଯାଇଛି ତଦନ୍ତ ପରେ ହିଁ ଜଣା ପଡ଼ିନାହିଁ।

Leave a Reply

Your email address will not be published. Required fields are marked *