ଦେଶ- ବିଦେଶ

ବିମାନ ଚଢ଼ିବା ବେଳେ ତଳେ ପଡିଗଲେ ବାଇଡେନ

ଓ୍ବାଶିଂଟନ, : ଆମେରିକାର ରାଷ୍ଟ୍ରପତି ଜୋ ବାଈଡେନ ପୁଣି ଥରେ ବିମାନ ଚଢ଼ିବାବେଳେ ଶିଡିରେ ଝୁଣ୍ଟି ପଡ଼ି ପାହାଚ ଉପରରେ ପଡିଯାଇଛନ୍ତି। କୁହାଯାଉଛି ଯେ ପୋଲାଣ୍ଡର ରାଜଧାନୀ ୱାର୍ସରେ ବାୟୁସେନା ୱାନରେ ଚଢ଼ିବା ସମୟରେ ଏଭଳି ଘଟିଛି। ତେବେ କିଛି ସେକେଣ୍ଡରେ ମଧ୍ୟରେ ସେ ଉଠି ପୁଣି ଠିଆ ହୋଇଥିଲେ। ଏ

ହି ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହା ପ୍ରଥମ ଥର ନୁହେଁ ଯେ ରାଷ୍ଟ୍ରପତି ବାଇଡେନ ଝୁୁଣ୍ଟି ପଡ଼ିଛନ୍ତି। ଏହା ପୂର୍ବରୁ ମଧ୍ୟ ସେ ପାହାଚ ଚଢ଼ିବା ଏବଂ ଓହ୍ଲାଇବା ସମୟରେ ଅନେକ ଥର ତଳେ ପଡି ପୁଣି ଠିଆ ହୋଇ ସାରିଛନ୍ତି।

Leave a Reply

Your email address will not be published. Required fields are marked *