ମୁଖ୍ୟ ଖବର

ଅତିବଡି ପୁରସ୍କାର ଘୋଷଣା

ଭୁବନେଶ୍ୱର,: ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରଦତ୍ତ ଅତିବଡି ପୁରସ୍କାର ରବିବାର ଘୋଷଣା ହୋଇଛି। ୨୦୨୧ ବର୍ଷ ପାଇଁ ପ୍ରତିଭା ରାୟ, ୨୦୨୨ ପାଇଁ ସୀତାକାନ୍ତ ମହାପାତ୍ର, ୨୦୨୩ ପାଇଁ ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌ଗାତା ଅତିବଡି ପୁରସ୍କାର ପାଇବା ପାଇଁ ବିବେଚିତ ହୋଇଛନ୍ତି। ଏହା ସହିତ ୩ ବର୍ଷ ପାଇଁ ୪୫ଜଣ ବରିଷ୍ଠ ସାହିତି୍କଙ୍କୁ ସମ୍ବର୍ଦ୍ଧିତ କରାଯିବ।

Leave a Reply

Your email address will not be published. Required fields are marked *