ମୁଖ୍ୟ ଖବର

ଛୁରୀ ଭୁଷି ଗର୍ଲଫ୍ରେଣ୍ଡଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ,: ଦିଲ୍ଲୀର ଶାହବାଦ ଡେୟରି ଅଞ୍ଚଳରେ ଜଣେ ଯୁବକ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ଛୁରୀ ଭୁଷି ହତ୍ୟା କରିଛନ୍ତି। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣାର ଅଭିଯୁକ୍ତ ସାହିଲଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତଙ୍କୁ ବୁଲନ୍ଦସରରୁ ଗିରଫ କରାଯାଇଛି। ଅଭିଯୁକ୍ତ ୧୬ ବର୍ଷର ବାଳିକାଙ୍କୁ ପଥରରେ ଛେଚି ଛେଚି ମାରିବା ପୂର୍ବରୁ ତାଙ୍କୁ ୪୦ ଥର ଛୁରୀ ଭୁଷିଥିଲେ।

Leave a Reply

Your email address will not be published. Required fields are marked *