ରାଜ୍ୟ

୨୦ ଟି ପ୍ରକଳ୍ପ ଲାଗି ୮୫ ଲକ୍ଷ ଟଙ୍କା ମଞ୍ଜୁର


ନିମାପଡ଼ା :ପୁରୀ ଜିଲ୍ଲା ନିମାପଡ଼ା ସହରର ମୁକ୍ତା ଯୋଜନା ରେ ବିଭିନ୍ନ ଉନ୍ନତି ନିମନ୍ତେମୁଖ୍ୟମନ୍ତ୍ରୀ ୫ ଟି ଶାସନ ଆଧାରରେ ୨୦ ଗୋଟି ପ୍ରକଳ୍ପ ଲାଗି ୮୫ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ ।ସେଥିଲାଗି ଆଜି ବ୍ଲକ କନଫରେନ୍ସ ହଲରେ ଏକ ସମୀକ୍ଷା ବୈଠକ ବିଧାୟକ ସମିର ରଞ୍ଜନ ଦାଶ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ।୨୦୨୩ -୨୪ ଆର୍ଥିକ ବର୍ଷରେ ମୁକ୍ତା ଯୋଜନାରେ ମୁଖ୍ୟ ମନ୍ତ୍ରୀ ଅର୍ଥ ମଞ୍ଜୁର କରିଥିଲେ ।ତେଣୁ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

Leave a Reply

Your email address will not be published. Required fields are marked *