ଦେଶ- ବିଦେଶ

ଯବାନ ଓ ମାଓବାଦୀ ମୁହାଁମୁହିଁ: ବୋମା ଶବ୍ଦରେ ଥରହର ଅଞ୍ଚଳ

ବିଜାପୁର: ଛତିଶଗଡର ବିଜାପୁର ସୁକୁମା ସୀମାରେ ଯବାନ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ମୁର୍କାପାଲ ଜଙ୍ଗଲରେ କୋବ୍ରା ଯାବାନ ଓ ଏସଟିଏଫ ଯବାନଙ୍କ ସହ ମାଓବାଦୀଙ୍କ ପ୍ଲାଟୁନ ନଂ-୧ର ଏହି ଗୁଳିବିନିମୟ ହୋଇଥିବା ସୂଚନା ରହିଛି। ଦୀର୍ଘ ଦୁଇ ଘଣ୍ଟା ଧରି ଗୁଳି ଓ ବୋମା ଶବ୍ଦରେ ଅଂଚଳ ଥରହର ହୋଇ ଉଠିଥିଲା। ତେବେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇ ଥିବା ଜାଣିବାକୁ ମିଳିଛି। ଯବାନମାନଙ୍କ ପକ୍ଷରୁ କାହାରି କୌଣସି କ୍ଷୟକ୍ଷତି ହୋଇନାହିଁ ବୋଲି ସୂଚନା ରହିଛି।

Leave a Reply

Your email address will not be published. Required fields are marked *