ବାଣିଜ୍ୟ

ଡଲାର ତୁଳନାରେ ବୃଦ୍ଧି ପାଇଲା ଟଙ୍କା

ନୂଆଦିଲ୍ଲୀ, : ଶୁକ୍ରବାର ଆମେରିକୀୟ ‘ଡଲାର’ ତୁଳନାରେ ଭାରତୀୟ ମୁଦ୍ରା ‘ଟଙ୍କା’ ଅଧିକ ମଜବୁତ ହୋଇଛି। ଭାରତୀୟ ସେୟାର ବଜାରରେ ଡଲାର ତୁଳନାରେ ଟଙ୍କା ମଜବୁତ ହୋଇ ୩୪ପଇସା ବୃଦ୍ଧି ପାଇଛି।
ଇଣ୍ଟରବ୍ୟାଙ୍କ ବୈଦେଶିକ ବିନିମୟରେ ଟଙ୍କା ୮୧.୮୬ରେ ଟ୍ରେଡ କରୁଛି। ଆମେରିକୀୟ ଡଲାର ତୁଳନାରେ ଟଙ୍କା ୮୧.୯୪ରହିଛି।

Leave a Reply

Your email address will not be published. Required fields are marked *