ଅପରାଧ

ଧଳା ଜହର ଜବତ ମହିଳାଙ୍କ ସମେତ ଦୁଇ ଗିରଫ


ନିମାପଡା: ନିମାପଡା ଥାନା ପୋଲିସ ଏବଂ ପୁରୀ ଏସ ଟି ଏଫ ମିଳିତ ଭାବେ ନିମାପଡା ଥାନା ଅଧୀନ ରେଞ୍ଚ ଶାସନ ଗ୍ରାମ ଉପରେ ଚଢ଼ାଉ କରି ୫.୫ଗ୍ରାମ ର ଧଳା ଜହର (ବ୍ରାଉନ ସୁଗାର) ଜବତ କରିଛନ୍ତି। ଯାହାର ମୂଲ୍ୟ ୬ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ବ୍ରାଉନ ସୁଗାର ବିକ୍ରି କରିବା ଅଭିଯୋଗରେ ଶାନ୍ତିଲତା ଜେନା ଓ କାହ୍ନା ଭୋଇକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ତାଙ୍କ ଠାରୁ ୪ଟି ମୋବାଇଲ
ପୋଲିସ ଜବତ କରିଛି।

Leave a Reply

Your email address will not be published. Required fields are marked *