ରାଜ୍ୟ

ସଂସ୍କୃତି ଭବନ ର ଶୁଭ ଉଦଘାଟନ

ପାଟଣାଗଡ଼ : ବଲାଙ୍ଗିର କୋଶଲ କଳାମଣ୍ଡଳ ପଡିଆ ପରିସରରେ ନବ ନିର୍ମିତ ଜ଼ିଲ୍ଲା ସଂସ୍କୃତି ଭବନ ର ଶୁଭ ଉଦଘାଟନ ହୋଇଯାଇଛି l ଏହି ଶୁଭ ଉଦଘାଟନ କାର୍ଯ୍ୟକ୍ରମ ରେ ଓଡିଶା ସରକାର ଙ୍କ ମାନ୍ୟବର ଉଚ୍ଚ ଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ରୋହିତ ପୂଝlରୀ, ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି, ମାନ୍ୟବର ବିଧାୟକ ବଲାଙ୍ଗିର ଶ୍ରୀ ନରସିଂହ ମିଶ୍ର, ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷl ଶ୍ରୀମତୀ ଦେବକୀ ସାହୁ,ବଲାଙ୍ଗିର ଜ଼ିଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣା, ଜ଼ିଲ୍ଲା ସଂସ୍କୃତି ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *