ଦେଶ- ବିଦେଶ

ସଲିସେଟର ଜେନରାଲଙ୍କ କାର୍ଯ୍ୟକାଳ ବଢିଲା

ନୂଆଦିଲ୍ଲୀ, :କେନ୍ଦ୍ର ସରକାର ପୁଣି ଥରେ ସଲିସିଟର ଜେନେରାଲ ଭାବେ ତୁଷାର ମେହେଟ୍ଟାଙ୍କୁ ଦାୟିତ୍ୱ ଭାର ଦେଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେ ଦାୟିତ୍ୱ ତୁଲାଉଥିଲେ। ତାଙ୍କର ଆଗାମୀ କାର୍ଯ୍ୟକାଳ ଜୁଲାଇ ୧ ଠାରୁ ଆରମ୍ଭ ହେବ। ନିଯୁକ୍ତି କମିଟି ଅନୁଯାୟୀ ବିକ୍ରମଜିତ ବାନାର୍ଜୀ ଏବଂ କେ.ଏମ ନଟରାଜଙ୍କୁ ଅତିରିକ୍ତ ସଲିସିଟର ଜେନେରାଲ (ସୁପ୍ରିମକୋର୍ଟ) ଭାବରେ ନିଯୁକ୍ତ କରାଯାଇଛି।

Leave a Reply

Your email address will not be published. Required fields are marked *