ରାଜନୀତି

ମିଶନ ୨୪: ବିଜେପିର ନିର୍ବାଚନ ରଣନୀତି

ନୂଆଦିଲ୍ଲୀ : ଆଗାମୀ ଲୋକସଭା ନିର୍ବାଚନ ପାଇଁ ଆଗୁଆ ରଣନୀତି ପ୍ରସ୍ତୁତ କରିଛି ଭାଜପା। ଶୁକ୍ରବାର ଦଳର ମୁଖ୍ୟାଳୟରେ ଏନେଇ ବୈଠକ ହୋଇଛି। ଭାଜପା ସଭାପତି ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଭାଜପାର ସମସ୍ତ ସାଧାରଣ ସଚିବ, ରାଷ୍ଟ୍ରୀୟ ସଭାପତି ଏବଂ ଉତ୍ତର ଏବଂ ପଶ୍ଚିମ ଭାରତର କେନ୍ଦ୍ରଶାସିତ ଅଞ୍ଚଳ ତଥା ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ଜମ୍ମୁ କଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ, ପଞ୍ଜାବ, ଚଣ୍ଡିଗଡ଼, ହରିୟାଣା, ଦିଲ୍ଲୀ, ମଧ୍ୟପ୍ରଦେଶ, ଛତିଶଗଡ, ଉତ୍ତରପ୍ରଦେଶ, ଉତ୍ତରପ୍ରଦେଶ, ଗୁଜୁରାଟ ଏବଂ ଦାମନ ଡିୟୁ ଏବଂ ଦାଦ୍ରା ନାଗର ହାଭେଳି ପ୍ରମୁଖ ନେତାମାନେ ମଧ୍ୟ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *