ରାଜ୍ୟ

ବ୍ୟାଗ ରେ କଣ ଥିଲା?ଅଫିସରଙ୍କ ନିର୍ଦ୍ଦେଶ ଥିଲା ବ୍ୟାଗ ପହଞ୍ଚାଇବାକୁ : ଛଟେଇ ଶ୍ରମିକ

ଯୋଡ଼ା : ଯୋଡ଼ା ଅଞ୍ଚଳର ବିଚିତ୍ର ଏକ ବିଭାଗ,ଆଉ ବିଚିତ୍ର ସେଠାକାର ଅଫିସର,ଆଉ ତାଠାରୁ ଅଧିକ ବିଚିତ୍ର ସେଠାକାର କେତେକ କର୍ମଚାରୀ। ସୂଚନା ଯୋଗ୍ୟ ସ୍ଥାନୀୟ ଏକ ସାଧାରଣ ବର୍ଗର ଗରିବ ଅଭାବୀ କୁ ଦାଉ ସାଧିବାକୁ ଯେପରି ବିଭାଗ ରେ ଅନେକ ଜଗି ବସିଛନ୍ତି।ହେଲେ ସହଯୋଗ ଯେପରି କେହି ନାହିଁ ଏତେ ବଡ଼ ବିଭାଗରେ ।ହେଲେ ଗୋଟିଏ କଥା ମୋନେ ରଖିବା ଆବଶ୍ୟକ ଯେ ସଭିଆ ଆଜି ଯଦି ଏ ଗରିବ ଶ୍ରମିକ ପାଳ ପଡ଼ିଛି ହୁଏ ଯଦି କାଲି ତୁମର ବି ପାଳି ପଡ଼ି ପାରେ ।ହେଲେ ଆଉ ବ୍ୟସ୍ତ ହେବାର ସମୟ ସରିଲା ଚଡ଼କ ପରେ ଚଡ଼କ ପଡ଼ିବ ଅଫିସରଙ୍କ ଅନିତି କାର୍ଯ୍ୟ କଳ।ପ ଉପରେ ।ଘଟଣା ରୁ ପ୍ରକାଶ ଯେ ସ୍ଥାନୀୟ ସାଧାରଣ ଵର୍ଗ ର ଏହି ଯୁବକ ଶ୍ରମିକ ଦୀର୍ଘ ପ୍ରାୟ ପାଞ୍ଚ ବର୍ଷ ଧରି ବିଭାଗ ରେ ନିଜର ଅକ୍ଲାନ୍ତ ଶ୍ରମ ଦେଇ ବିଭାଗର ପ୍ରଗତି ରେ ସହଭାଗିତା କରି ଆସୁଥିଲା।ହେଲେ ବର୍ତ୍ତମାନ ନୂତନ କରି ବିଭାଗରେ ଅଫିସରଙ୍କର ସେତେବେଳର ଏକ ନିର୍ଦ୍ଦେଶ ଯାହା ଗୋଟିଏ ବ୍ୟ।ଗକୁ ଠିକଣା ସ୍ଥାନ ରେ ପହଞ୍ଚିବା ହୁକୁମକୁ ପାଳନ କରିବାର ଅବମାନ ଶ୍ରମିକ ଜନକୁ ଚତେଇର ପରିଣାମ ଭୋଗିବାକୁ ପଡିଥିଲା।ଯାହା ଫଳ ରେ ଶ୍ରମିକ ଜଣକ ଆଇନ ର ଆଶ୍ରୟ କୁ ଯାଇ ଉତ୍ତୀର୍ଣ୍ଣ ପାଇ ପୁନର୍ବାର ଉକ୍ତ ବିଭାଗ ରେ ଯୋଗଦାନ କରିବାର ନିର୍ଦ୍ଦେଶନାମା ପାଇ ଥିବା ସତ୍ତ୍ବେ ଅଫିସର୍ ଜନକ ନୀରବ ରହି ଚୁପ୍ ବସି ଛନ୍ତି କାହା ପାଇଁ ? ଯଦ୍ୱାରା
ଅଭାବୀ ଶ୍ରମିକ ଜଣ ମାସ ମାସ ଧରି ନିଜ କାର୍ଯ୍ୟ ରେ ଯୋଗ ଦେବାର ବିଫଳ ରହି ଥିବାର ଜାଣି ଅଞ୍ଚାଲବ।ସିଙ୍କ ମଧ୍ୟରେ ଏକ ପ୍ରକାର ଅସନ୍ତୋଷର ବାତାବରଣ ଦେଖା ଦେବ। ଆରମ୍ଭ ହୋଇଛି ।ତେବେ ଏହି ଅଫିସରଙ୍କ ଲଜ୍ୟ।ହୀନ କାର୍ଯ୍ୟକଳାପ ପାଇଁ ବିଭାଗଟି ଘୋଟାଲ।ରେ ଜୁଡୁ ବୁଡୁ ହୋଇ ବଡୁଥିବା ବେଳେ ଏହାର ଉଚିତ୍ ଜବାବ୍ ଦେବ। ପାଇଁ କେହି ଅନ୍ୟାଇ ଯେପରି ବାଦ୍ ପଡ଼ିବେନି ଘୋଟ।ଲ।କରୀଙ୍କୁ ତଳୁ ଆରମ୍ଭ କରି ଉପର ଯାଏଁ ।ତେଣୁ ଗରିବଙ୍କ ପ୍ରତି ଅନ୍ୟାୟ ର ସୀମା ଟପି ଥିବାରୁ ବୁଦ୍ଧି ଜିବୀ ମହଲରେ ଏକ କଡା ଯୋଜନା ଆରମ୍ଭ ହୁଏ।

Leave a Reply

Your email address will not be published. Required fields are marked *