ରାଜ୍ୟ

ଜାଲ ପ୍ରମାଣ ପତ୍ରରେ ମାସିକିଆ ଭତ୍ତା ଅଫିସର୍ ବହୁ ମାମଲାରେ ଛନ୍ଧି ହୋଇଛନ୍ତି

କେନ୍ଦୁଝର : ପଦାକୁ ଆସିଲା ରାଜଧାନୀର ଉଚ୍ଚପଦସ୍ଥ ଅଧିକାରୀଙ୍କ ବହୁ କାରନାମା ଯାହା ଗୋଟିଏ ପରେ ଗୋଟିଏ ଗୁମର ଫିଟୁଛି ।ନିଜର ନିଯୁକ୍ତିର ପ୍ରଥମରୁ ଆରମ୍ଭ କରି ଏଯାଏ ଅନେକ ମାମଲାରେ ଛନ୍ଦି ହୋଇଛନ୍ତି ଉକ୍ତ ଅଫିସର୍ ଜନକ ।ଗୋଟିଏ ଲୋକ ହେଲେବି କାରନାମା ଅନେକ ।ତେବେ ଲାଜ୍ୟାର ସୀମା ଟପି ଚାଲିଥିବା ଭତ୍ତା ଅଫିସରଙ୍କୁ ଫରକ୍ ପଡ଼େନି ଅର୍ଥ ଲୋଭର କାରନାମା ପାଇଁ ବେସ୍ ଚର୍ଚ୍ଚିତ ସ୍ଥାନୀୟ ଘୋଟଲ। ଅଫିସ ଠାରୁ ଆରମ୍ଭ କରି ରାଜଧାନୀ ଯାଏଁ ।ତେବେ ଦେଖିବାକୁ ଗଲେ ବିଭିନ୍ନ ମହଲରେ ବେସ୍ ଚର୍ଚ୍ଚିତ ଚେହେରା ଏହି ଅଫିସର୍ ଜନକ ପୂର୍ବରୁ ସ୍ଥାନୀୟ ଅଫିସ ଯେବେ ଥିଲେ ତାହାର ଗୁମର ଖୋଲିବା ଥୟ ଥିବା ବେଳେ ଯେବେ ଠାରୁ ଉପର ପାହ୍ୟା ପାଇ କରି ର। ଜଧନୀ ଏକ ପଦବୀରେ ବସି ଥିଲେ ମଧ୍ୟ ସ୍ଥାନୀୟ ଅଫିସରକୁ ଜମା ଭୁଲି ନପାରିବାରୁ ପ୍ରାୟ ମାସକୁ ଏଠାକୁ ଆସି ଚାରି କିମ୍ବା ପାଞ୍ଚ ଦିନ ବିଳାସରେ ରହି କରି ଘୋଟାଲ୍।ର ଗୋଟିଏ ବଡ଼ ଅଂଶ ଧରି ପୁଣି ଫେରନ୍ତି ।ହେଲେ ଏକ ବିଶ୍ଵସ୍ତ ବ୍ୟକ୍ତି ବିଶେଷଙ୍କ ସହ ଯୋଗାଯୋଗରୁ ଜାଣିବାକୁ ମିଳେ ଯେ ଏହି ଅଧିକାରୀ ଜଣକ ଘୋଟଲ୍। କରିବାରେ ପୂର୍ଣ୍ଣ ମାହିର ବୋଲି ନିଜର ବୟସ ସୀମା ଲୁଚାଇ ତଥା ଜ।ଲି ପ୍ରମାଣ ପତ୍ର ନିଯୁକ୍ତି କ୍ଷେତ୍ରରେ ଦାଖଲ କରି ବେସ ସଭିଙ୍କ ଦୃଷ୍ଟି ଆଢ଼ୁଆଳରେ ଲୁଚି ରହି ଥିଲେ ଅଫିସର୍ ଜନକ ବର୍ଷ ବର୍ଷ ଧରି ।କିନ୍ତୁ ଠକାମୀର ପର୍ଦ୍ଧ।ଫସା ନିମନ୍ତେ ଜଣେ ଉଚ୍ଚପଦସ୍ଥ ଅବସର ପ୍ରାପ୍ତ ଅଫିସର୍ ଜନକ ଆଇନର ଆଶ୍ରୟ ଯାଇ ସବୁ ଘଟଣ। ଲୋକଲୋଚନକୁ କରିଦେଲେ ।ତେବେ ଦେଖା ଯାଉ ଉକ୍ତ ଠକ ଅଫିସର ଜନକ ଆଉ କେତେ ଦିନ ଏପରି ନିଜ ଠକାମୀ କାରନାମକୁ ଘଣ୍ଟ ଘୋଡାଇ ରଖିବାରେ ସମର୍ଥ ରହିବେ ନ। ଲୁଚି ରହିଥିବା ଅନେକ କାରନାମା ପଦାକୁ ଆସି ତିନି ବିଭାଗର ସର୍ବୋତ୍ତମ ଅଫିସର୍ କେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଯାହା ରାଜ୍ୟ ବାସୀଙ୍କ ହିତକୁ ନିର୍ଭର କରେ ।

Leave a Reply

Your email address will not be published. Required fields are marked *