ରାଜ୍ୟ

ବ୍ୟାଗରେ ପନ୍ଦର ଲକ୍ଷ ରଖିଥିଲେ ଅଫିସର, ମାଷ୍ଟରମାଇଣ୍ଡ କିଏ ?

କେନ୍ଦୁଝର : ପଦାରେ ପଡ଼ିଲା ଏକ ବଡ଼ ଷଡ଼ଯନ୍ତ୍ରର ଯୋଜନା । ଯାହା ଏବେ ସର୍ବସାଧାରଣ ହୋଇ ସାଧାରଣରେ ଛି ଛି କରିବାକୁ ପଛ।ଉନାହାନ୍ତି ଉକ୍ତ କାର୍ଯ୍ୟ ଭିଆଇ ଥିବା ଅଫିସରଙ୍କ ଉପରେ ।ଘଟଣାରୁ ପ୍ରକାଶ ଭାରି ଭାଗ୍ୟବାନ ଉକ୍ତ ସେ ବ୍ୟାଗ ଖଣ୍ଡକ ଜେଉ ଵ୍ୟାଗରେ ଭିତରେ ଥିଲା ବିଡା ବିଡା ମୋଟା ଅଙ୍କର ଲକ୍ଷାଧିକ ଟଙ୍କା।ପ୍ରାୟ ପନ୍ଦର ଲକ୍ଷ ଟଙ୍କା ଗୋଟିଏ ଠିକଣାରେ ପହଞ୍ଚ।ଇବାକୁ ନିର୍ଦ୍ଦେଶ ଥିଲା ଗରିବ ଶ୍ରମିକ ଜଣକୁ । ତଥ।ବି ଗରିବ ହେଲେ ମଧ୍ୟ ଉକ୍ତ ଅନୀତି କାର୍ଯ୍ୟ ଥିବାର ସଂଧୟ କରିବାରୁ ରୋକ ଠୋକ ମୋନ କରିବାର ପରିଣାମ ଶ୍ରମିକର ଅବସ୍ଥା ଗରିବ ଥିବା ସତ୍ତ୍ବେ ଅଫିସର ଜନକ ରାଗରେ ଉକ୍ତ ଗରିବକୁ ଛଟେଇ କରି ଦେଇଥିବାର ଖବର ବ୍ୟାପକ ହୁଏ ।ଜେଉ ଠାରେ ଅନୀତି ହେଲେ ଯେଉ ଗରୀବର କେହି ନାହି ତାହାର ପାଇଁ ସର୍ବଦା ନ୍ୟାୟ ବ୍ୟବସ୍ଥା ତଥା ଆଇନ ବ୍ୟବସ୍ଥା ରହିଆସିଛି ।ତେଣୁ କରି ଆଇନର ଆଶ୍ରୟ ନେଇ ଶ୍ରମିକ ଜନକ ଗତ କିଛି ଦିନ ହେବ ଏକ ତାହା ପାଇ ଥିବାର ଜାଣିବାକୁ ମିଳେ । ହେଲେ ପନ୍ଦର ଲକ୍ଷ ଟଙ୍କାର ବ୍ୟାଗର କାର୍ଯ୍ୟ କେଉ ଭଳି ରହିଥିବା ବେଳେ ଏହାର ମୁଖ୍ୟ ମାଷ୍ଟରମାଇଣ୍ଡ କିଏ ବୋଲି ବୁଦ୍ଧି ଜୀବି ମହଲରେ ତର୍ଜମା ଆରମ୍ଭ ହୁଏ

Leave a Reply

Your email address will not be published. Required fields are marked *