Uncategorized

ନିଜର କଳାକାରନାମାକୁ ଲୁଚାଇବାକୁ ଯାଇ ସାତ ଜଣ ଚିତା କାଟି ଦେଲେ ଘୋଟାଲା ଅଫିସରଙ୍କୁ

କେନ୍ଦୁଝର : ସବୁ ଲାଜ ସରମକୁ ପୋଡ଼ି ଖାଇଗଲେ ଘୋଟଲା ଅଫିସରଗଣ । ତଥାବି ସୁଧୁରିବାର ସ୍ଵଭାବ ଯେପରି ରକ୍ତରେ ନାହିଁ ? ଘଟଣାରୁ ପ୍ରକାଶ ଯେ ଉକ୍ତ ଅଫିସର ଟିମ ନିଜର ଘୋଟାଲାର କଳାକାରନାମାକୁ ଲୁଚାଇବାକୁ ଯାଇ ପୁଣି ଫସି ହିନସ୍ଥା ହୋଇ ସାତ ଜଣ ଚିତା କାଟି ଗଲେ ଉକ୍ତ ଅଫିସରଙ୍କୁ । ଯାହା ଅଞ୍ଚଳ ତଥା ଅଞ୍ଚଳବାସୀ ଯାଣି ସାରିବା ପରେ ଅନେକ ନିଜ ନିଜ ଭିତରେ ଆତ୍ମଭୀଵର ହୋଇ ଉଠି ଉକ୍ତ ବିଭାଗର ଅଫିସର ଗୁଡା ଅଲାଜୁକ ବୋଲି ଚର୍ଚ୍ଚା ପୁଣି ଜୋର୍ ଧରେ ।ତେବେ ସମସ୍ତ ଘଟଣାର ମାଷ୍ଟରମାଇଣ୍ଡ ଭତ୍ତ। ଅଫିସର ସାମିଲ ଥିବାରୁ ଅନେକ ଜାଣି ସାରିବା ପରେ ଉକ୍ତ କୁ ଡିହ ଗଲୁଆଟେ ବୋଲି କହିବାକୁ ପଛ। ଉ ନାହାନ୍ତି ବୋଲି ଶୁଣ। ଯାଏ । ନହେଲେ କଣ ସାତ ଜଣ ଚିତା କାଟି ଗଲେ କିପରି ? ନିଜର ଦୀର୍ଘ ଦିନ ଚଳାଉଥିବା କଳାକାରନମାର ଘୋଟାଲାକୁ ଲୁଚାଇବା ଏବଂ ନିଜର ସ୍ୱଚ୍ଛତା ପରିଦର୍ଶନର ପ୍ରସାର ନିମନ୍ତେ ଧରା ପଡ଼ିବାରୁ ଚିତା କଟା ହେଲା ବିଭାଗ । ଯାହା କେବେ ବର୍ଷ ବର୍ଷ ଧରି ହୋଇନଥିବା ଅଞ୍ଚଳର ପ୍ରତିଷ୍ଠିତ ତଥା ଜଣାଶୁଣା ବିଭାଗରେ ତାହା ଏକ କଳ।ଦି ନ ରଚି ଇତିହାସ ସୃଷ୍ଟି କରେ ଘୋଟାଲା କରୀଙ୍କ ଦ୍ଵାରା । ତାଥାବି ଅଲାଜୁକ ପରି ରହି ଭିତିରିଆ ଖେଳ କରିବାରେ ଜୋର୍ ସୋର ଲାଗି ପଡ଼ିଥିବା ବେଳେ ଏତେ ଯେ ନିଜର ସବୁ କାରନାମାର ଘୋଟାଲା ହିସାବ ସରୁନି । ଯାହାକୁ ଖୁବ୍ ଅଳ୍ପ ଦିନ କ୍ରମେ ଅନୁସାରେ କଡା ଜବାବ ଦେଇ ସବୁ ପର୍ଦ୍ଦାଫାସ ହେବା ସହ ବୁଦ୍ଧିଯିବୀ ମହଲରେ ତୀବ୍ର ନିନ୍ଦା ହୁଏ ।

Leave a Reply

Your email address will not be published. Required fields are marked *