ରାଜ୍ୟ

ଗୋଡ଼ ଧରି ଘୋଟଲା ଚାପିବାକୁ ଉଦ୍ୟମ : ରାଜଧାନୀ ଭତ୍ତା ଅଫିସର

କେନ୍ଦୁଝର : ଆଉ କଣ ବାକି ରହିଲା ଯେ ଅର୍ଥ ଲୋଭରେ ସବୁ କରିବାକୁ ପ୍ରସ୍ତୁତ ସ୍ଥାନୀୟ ଅଫିସର ଠାରୁ ଆରମ୍ଭ କରି ରାଜଧାନୀର ଭତ୍ତା ଅଫିସର । ପୁଣି ଏକ ନୂତନ ଚକିତ କରିଲା ଭଳି ଘଟଣା ଭିଆଇ ଥିବା ଭତ୍ତା ଅଫିସର ସାରା ରାଜ୍ୟରେ ସଭିଙ୍କ ମୁଖରେ ଗୋଟିଏ ଖୁବ୍ ଚର୍ଚ୍ଚା ଯେ ଅର୍ଥ ଲୋଭରେ ଲିପ୍ତ ରହିବା ହେତୁ କଥା ଯେବେ ବ୍ୟାପକ ହୁଏ ଅନେକ ଘଟଣାକୁ ଚାପିବାକୁ ଯାଇ ଗୋଡ଼ ଧରିବାକୁ ମଧ୍ୟ ପାଛାଲେ ନାହିଁ ଭତ୍ତା ଅଫିସର ଜନକ । ଯାହା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ବନିଥିବା ବେଳେ ପୁଣି ନିଜର ଘୋଟାଲା କାରନାମାକୁ ଦୃଢ଼ ଆକରେ ଚାପିବାକୁ ଯାଇ ଆରମ୍ଭ ନୂତନ ଯୋଜନା । ତେବେ ଲଜ୍ୟାର ସବୁ ସୀମା ଟପି ସରିବାପରେ ତାଥାବି ଘୋଟାଲା ପ୍ରତି ମୋହ ସରେନା । ତେବେ ବିଭାଗର ଉଚ୍ଚ ତଥା ପ୍ରମୁଖ ବରିଷ୍ଠ ଅଫିସର ଜନକ ସବୁ ଜାଣି ସରିବା ପରେ ମଧ୍ୟ ଉକ୍ତ ଘୋଟାଲାକାରୀଙ୍କ ଉପରେ ନୀରବ ରହିଛନ୍ତି କାହିଁକି ?

Leave a Reply

Your email address will not be published. Required fields are marked *