ରାଜ୍ୟ

ମାଡ଼ମଙ୍କ ଡାକରାରେ ତଥାପି ଆସୁନାହାନ୍ତି ଭତ୍ତା ଅଫିସର

ଚମ୍ପୁଆ : କଥାଟୀ ଭାରି ଜଟିଳ ହେଲା । ଯେ ରାଜଧାନୀ ପରି ସହର ତଥା ଚକ ଚକିଆ କର୍ମସ୍ଥାନକୁ ଛାଡ଼ି କାହିଁ କେତେ ଦୂର ଧାଇଁ ଆସୁଥିଲା ଅଞ୍ଚଳର ବିଭାଗକୁ ବିନା କିଛି କାରଣ ଦର୍ଶାଇ ଯାହା କେବଳ ନିଜର ଆବଶ୍ୟକତା ଏବଂ କ୍ଷମତାର ଅପବ୍ୟବହାର କରି ଅର୍ଥ ଗୋଟାଇବା ଉଦ୍ଧେଶରେ ସେବି ଗତ ତିନି ମାସ ମଧ୍ୟରେ ଆସିବା ହୋଇନି ଯେ ଘୋଟାଲା ଟିମର ସଦଶ୍ୟବୃନ୍ଦଙ୍କୁ କିଆଁ ଆଉ ଭଲ ଲାଗିବ ? ତାଥାବି ମାଡମଙ୍କ ଡାକରା ହୁଏ କି ଆସନ୍ତୁ ହେଲେ କଣ ହେବ ଅଫିସର୍ ଜନକ ଆସିଲେ ସିନା ?ଆସିବେବି ବା କେମିତି ? ନିଜର ଘୋଟାଲାର କଳାକାରନାମା ସଭିଙ୍କ ମୁହଁରେ ଶୁଣିବାକୁ ମିଳେ ଯାହା ତଳୁ ଆରମ୍ଭ କରି ଉପରେ ଯାଏ । ଏପରିକି ଛୋଟ କର୍ମଚାରୀ ଠାରୁ ଆରମ୍ଭ କରି ବଡ଼ ବାବୁ ମାନଙ୍କ ଯାଏ , ସାଧାରଣ ଲୋକ ଠାରୁ ବିଶିଷ୍ଠ ବ୍ୟକ୍ତିଙ୍କ ଯାଏ, ବୁଦ୍ଧିଜିବୀ ମହଲରେ ଅନେକ ଛି ଛି କରନ୍ତି । ତେବେ ଘୋଟାଲା ଟିମର ନୂଆ କରି ଲିଡର ବନି ଥିବା ଜୁନିଅର ଭତ୍ତା ମାଡ଼ମଙ୍କ କ୍ଷମତା ମଧ୍ୟ କିଛି ଗୁଣରେ କମ ନୁହଁ । ହେଲେ ସବୁଠି କାଟୁ କରିଲେ ସିନା ହେଲା ? ଜୋର୍ ସୋର ଚେଷ୍ଟା ଜାରି ରହିଥିଲେ ମଧ୍ୟ କିଛି କାମକୁ ନୁହଁ। ତେବେ ଆଗାମୀ ଦିନରେ ଭତ୍ତା ଅଫିସରଙ୍କ ରହଣି କେଉଁ ଗେଷ୍ଠହାଉସରେ ହେଉଥିଲା ଏବଂ କେତେ ଦିନ ଧରି ବିଳାଶରେ ଫେରନ୍ତି, କେଉଁ ଆଧାରରେ ପ୍ରତ୍ୟେକ ମାସରେ ଉକ୍ତ ଅନୁଷ୍ଠାନ ଯୋଗାଇ ଥାଏ ସମସ୍ତ ସୁବିଧା ? ଆର ଥର କୁ

Leave a Reply

Your email address will not be published. Required fields are marked *